ମହାଜାଗତିକ ଦୃଶ୍ୟ ଦେଖିବାପରେ ଟ୍ବିଟରରେ ଫଟୋ ସେୟାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (କେନ୍ୟୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ Ring of fireର ଅଦ୍ଭୁଦ ଦୃଶ୍ୟ ଦେଖିଛନ୍ତି । ଏହି ମହାଜାଗତିକ ଦୃଶ୍ୟ ଦେଖିବା ସହ ଫଟୋ ଟ୍ଵିଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଲେଖିଛନ୍ତି ଦିଲ୍ଲୀରେ ବାଦଲ କାରଣରୁ ସୂର୍ଯ୍ୟପରାଗର ଦୃଶ୍ୟ ଦେଖିପାରିନାହାନ୍ତି । ଲାଇଭ୍‌ ଷ୍ଟ୍ରିମିଂ ମାଧ୍ୟମରେ ଏହି ଦୃଶ୍ୟ ଦେଖିଥିବା କହିଛନ୍ତି । ସେୟାର କରିଥିବା ଫଟୋରେ ମୋଦି କିଛି ଏକ୍ସପର୍ଟଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ତାଙ୍କ ହାତରେ ସୂର୍ଯ୍ୟୋପରାଗ ଦେଖିବା ପାଇଁ ବ୍ୟବହୃତ ହେଉଥିବା ଚଷମା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.