ଏନ୍‌ସିପି ନେତା ଶରଦ ପାଓ୍ଵାରଙ୍କ ସୁରକ୍ଷା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ନେତା

ନ୍ୟାସନାଲ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାଓ୍ଵାରଙ୍କ ସୁରକ୍ଷା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ମୁମ୍ବାଇ- ପୁନେ ଏକ୍ସପ୍ରେସେଓ୍ଵ ରେ ଆଜି ଯାଉଥିବା ବେଳେଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗାଡି ଡ୍ରାଇଭର ଆହତ ହୋଇଛନ୍ତି ବୋଲି ପୁନେ ପୋଲିସ କହିଛି।

ସୂଚନାଯୋଗ୍ୟ, ଏନସିପି ନେତା ଶରଦ ପାଓ୍ଵାର ମୁମ୍ବାଇ ପୁନେ ଏକ୍ସପ୍ରେସ େଓ୍ଵରେ ଯାଉଥିବା ବେଳେ ତାଙ୍କ ସହିତ ଥିବା ଆଉ ଏକ ଗାଡି ଦୁର୍ଘଟଣା ହୋଇଛି। ଗାଡିରେ ଥିବା ଡ୍ରାଇଭର ଅଳ୍ପ ଆହତ ହୋଇଛନ୍ତି। କିନ୍ତୁ ଶରଦ ପାଓ୍ଵାର ଯେଉଁ ଗାଡିରେ ବସିଥିଲେ, ସେହି ଗାଡିର କୌଣସି ଅସୁବିଧା ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.