Below header

ପାକିସ୍ତାନରେ ଆତଙ୍କବାଦୀ ଓ ଜିଦାହୀ ମହଜୁଦ ଅଛନ୍ତି : ମେଜର ଜେନେରାଲ ଗଫୁର

ପାକିସ୍ତାନ: ପାକିସ୍ତାନରୁ ପରିଚାଳିତ ହେଉଛି ଆତଙ୍କବାଦୀ ସଂଗଠନ । ଦେଶରେ ଆତଙ୍କବାଦୀ ଓ ଜିଦାହୀ ମହଜୁଦ ଅଛନ୍ତି । ଏଭଳି ବୟାନ ଦେଇଛନ୍ତି ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଗଫୁର । ଆତଙ୍କବାଦୀ ସଂଗଠନ ଫସ୍ତୁନକୁ ଗୁଇନ୍ଦା ସଂସ୍ଥା ର’ ଅର୍ଥ ଯୋଗାଇ ଦେଉଛି । ଏଥିପାଇଁ ଦେଶର କୋଟି କୋଟି ଡଲାର ଅର୍ଥ ନଷ୍ଟ ହେଉଛି । ଦେଶକୁ ନୂଆ ବ୍ୟବସ୍ଥାରେ ପରିଚାଳିତ ହେବାକୁ ପଡ଼ିବ। ମଦ୍ରାସା ମାନଙ୍କରେ ଘୃଣା ଭାଷଣ ନୁହେଁ, ଅନ୍ୟ ସମୁଦାୟ ପ୍ରତି ସମ୍ମାନ ଦେବା ଶିଖାଇବାକୁ ପଡ଼ିବ ବୋଲି କହିଛନ୍ତି ଗଫୁର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.