Below header

ପାକିସ୍ତାନ ପୁଣି ଭାଙ୍ଗିଲା ସିଜଫାୟାର : କୃଷ୍ଣଘାଟିରେ ଗୁଳି ବର୍ଷା,ଭାରତ ଦେଲା କଡା ଜବାବ

ନୂଆଦିଲ୍ଲୀ : ପାକିସ୍ତାନ ପୁଣି ଥରେ ସିଜଫାୟାରର ଉଲଂଘନ କରିଛି। ସୂଚନା ମୁତାବକ ସକାଳ ୬ଟା ପାଖାପାଖି କୃଷ୍ଣାଘାଟି ସୀମା ରେଖା ପାଖରେ ପାକିସ୍ତାନ ପକ୍ଷରୁ ଆକ୍ରମଣ କରି ସିଜଫାୟାରକୁ ଭାଙ୍ଗିଦେଇଛନ୍ତି। ଯାହାର ଜବାବ୍ ଭାରତୀୟ ସେନା ଦେଇଛି। ପାଖାପାଖି ୨ଘଣ୍ଟା ପର‌୍ୟ୍ୟନ୍ତ  ଫାୟାରିଂ ଚାଲିବା ପରେ ୭ଟାରେ ଏହା ବନ୍ଦ ହୋଇଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.