Below header
Browsing Tag

pakistan attack

ପାକିସ୍ତାନରେ ପୁଣି ଆକ୍ରମଣ, ନାଭାଲ ଏୟାରବେସ ଉପରେ ଆକ୍ରମଣ,

ପାକିସ୍ତାନରେ ଆକ୍ରମଣ ଥମିବାରେ ନାଁ ଧରୁନି । ପାକିସ୍ତାନ ବାଲୁଚିସ୍ତାନର ତୁର୍ବତରେ ସ୍ଥିତ ପାକିସ୍ତାନର ଦ୍ୱିତୀୟ ବଡ଼ ନାଭାଲ ଏୟାର ଷ୍ଟେସନ PNS Siddique ଉପରେ ଆକ୍ରମଣ ହୋଇଛି । ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏୟାର ବେସ୍‌ରେ ଘନ ଘନ ଗୁଳିମାଡ଼ ସହ ବୋମା ବିସ୍ଫୋରଣ ହୋଇଛି। ତେବେ…

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୯ ଯବାନ ମୃତ, ୧୭ ଗୁରୁତର

ପାକିସ୍ତାନର ଖେବର ପଖତୁନଖ୍ଵାରେ ଆତ୍ମଘାତୀ ବିସ୍ଫୋରଣରେ ୯ ସୈନ୍ୟ ନିହତ ହୋଇଥିବା ଜଣାପଡିଛି । ଘଟଣାରେ ୧୭ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଖବର ମୁତାବକ, ଆକ୍ରମଣକାରୀ ଏକ ମୋଟର ସାଇକେଲରେ ଆସିବା ପରେ ଏଭଳି କାଣ୍ଡ ଘଟାଇଥିଲା। ପାକିସ୍ତାନର ସେନା ଦଳକୁ ଟାର୍ଗେଟ କରିଥିଲା । ଜଣେ…

ପାକିସ୍ତାନରେ ହୋଲି ପାଳୁଥିବା ହିନ୍ଦୁ ଛାତ୍ରଙ୍କ ଉପରେ ଆକ୍ରମଣ, ୧୫ରୁ ଅଧିକ ଛାତ୍ର ଆହତ

କାଙ୍ଗାଳ ପାକିସ୍ତାନ ନିଜର ପ୍ରକୃତି ଛାଡ଼ୁନି । ହିନ୍ଦୁଙ୍କ ଉପରେ ବାରମ୍ବାର ଆକ୍ରମଣ କରିବାରେ ଲାଗିଛି । ଆଉ ଏବେ ହୋଲି ଖେଳକୁ ନେଇ ବିବାଦ ଆରମ୍ଭ ହୋଇଛି । ପଞ୍ଜାବ ୟୁନିର୍ଭସିଟିର ଲ’ କଲେଜରେ ହୋଲି ଖେଳିବାକୁ ପ୍ରାୟ ୩୦ ଜଣ ହିନ୍ଦୁ ଛାତ୍ର ଏକାଠି ହୋଇଥିଲେ। ତେବେ ଇସ୍‌ଲାମିକ୍ ଜାମିଆ…

ପୁଅର ଶବକୁ ଛାତିରେ ଜାବୁଡି ଚିତ୍କାର କରି କାନ୍ଦୁଥିଲା ମାଆ, ପାକିସ୍ତାନର କ୍ରୋଧ ଆଜି ଛଡାଇନେଲା ମା କୋଳରୁ ପୁଅକୁ

ନିଲମ ଘାଟିରେ ନିକଟରେ ହୋଇଥିବା ଗମ୍ଭୀର କ୍ଷତି ଦ୍ୱାରା ନିୟନ୍ତ୍ରଣ ହରାଇଥିବା ପାକିସ୍ତାନ ନିୟନ୍ତ୍ରଣ ରେଖା ଉପରେ ଗୁଳି ବିନିମୟ କରିଛି। ରବିବାର ପାକିସ୍ତାନ ପକ୍ଷରୁ କୁପୱାଡା ଏବଂ ପୁଂଚ୍ଛ ଜିଲ୍ଲାରେ ହୋଇଥିବା ଗୁଳି ବିନିମୟରେ ଜଣେ ଛୋଟ ଶିଶୁ ଏବଂ ମହିଳାଙ୍କ ସମେତ ତିନି ଜଣ ନାଗରିକଙ୍କର…

ପୁଂଛ ପରେ ସୁନ୍ଦରବନୀ ସେକ୍ଟରରେ ଗୋଳାବର୍ଷଣ କଲା ପାକିସ୍ତାନ, ୬ ଭାରତୀୟ ଯବାନ ଆହତ

ପାକିସ୍ତାନ କେବେ ତା’ର ଘୃଣ୍ୟ କାର୍ଯ୍ୟରୁ ବାଦ ଆସିନାହିଁ । ପାକିସ୍ତାନ ସେନା ସିଜଫାୟାରର ଉଲଙ୍ଘନ କରି ଭାରତୀୟ ସେନାର ଅନେକ ଆଡ୍ଡା ଉପରେ ଆକ୍ରମଣ କରିଛି । ଖବର ମୁତାବକ, ପାକିସ୍ତାନ ସେନା ରୋଜୋରୀ ଜିଲ୍ଲାର ସୁନ୍ଦରବନୀ ସେକ୍ଟରରେ ଗୋଳାବର୍ଷଣ କରିଛି । ଏହି ଗୋଳାବର୍ଷଣରେ ୬ ଜଣ ଯବାନ ଆହତ…

ପାକିସ୍ତାନ ରଚୁଛି ଭାରତକୁ ଆକ୍ରମଣର ଷଡଯନ୍ତ୍ର, ସଜାଗ କଲା ଗୁଇନ୍ଦା ବିଭାଗ

ନୌସେନା ମୁଖ୍ୟଙ୍କ ପରେ ଆଲର୍ଟ କଲା ଗୁଇନ୍ଦା । ଗୁଜରାଟର କଚ୍ଛ ଓ ସାରକ୍ରିକ ଅଞ୍ଚଳ ଦେଇ ପାକିସ୍ତାନ ପଟୁ ଆକ୍ରମଣ ନେଇ ଆଶଙ୍କା ରହିଛି। ଏଥିରେ ପାକିସ୍ତାନର ଏସଏସଜି କମାଣ୍ଡୋ କିମ୍ବା ଆତଙ୍କବାଦୀ ଛୋଟ ବୋଟରେ ଭାରତକୁ ପଶି ଆସି ଆକ୍ରମଣ କରିପାରନ୍ତି ବୋଲି ସୂଚନା ମିଳିଛି । ଗୁଇନ୍ଦା ସୂଚନା…

ପାକିସ୍ତାନ ପୁଣି ଭାଙ୍ଗିଲା ସିଜଫାୟାର : କୃଷ୍ଣଘାଟିରେ ଗୁଳି ବର୍ଷା,ଭାରତ ଦେଲା କଡା ଜବାବ

ନୂଆଦିଲ୍ଲୀ : ପାକିସ୍ତାନ ପୁଣି ଥରେ ସିଜଫାୟାରର ଉଲଂଘନ କରିଛି। ସୂଚନା ମୁତାବକ ସକାଳ ୬ଟା ପାଖାପାଖି କୃଷ୍ଣାଘାଟି ସୀମା ରେଖା ପାଖରେ ପାକିସ୍ତାନ ପକ୍ଷରୁ ଆକ୍ରମଣ କରି ସିଜଫାୟାରକୁ ଭାଙ୍ଗିଦେଇଛନ୍ତି। ଯାହାର ଜବାବ୍ ଭାରତୀୟ ସେନା ଦେଇଛି। ପାଖାପାଖି ୨ଘଣ୍ଟା ପର‌୍ୟ୍ୟନ୍ତ  ଫାୟାରିଂ ଚାଲିବା…

୩ ଦିନ ଭିତରେ ୭ ଥର ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲଂଘନ

ଜାମ୍ମୁକାଶ୍ମୀର : ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରୁଛି ପାକିସ୍ତାନ । ୩ ଦିନ ଭିତରେ ୭ ଥର ଜାମ୍ମୁ ଓ କାଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଲାଇନ୍‌ ଅଫ୍‌ କଣ୍ଟ୍ରୋଲର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲଂଘନ କରାଯାଇଛି । ପାକିସ୍ତାନ ସେନାର ଅସ୍ତ୍ରବିରତି…