Below header

୩ ଦିନ ଭିତରେ ୭ ଥର ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲଂଘନ

ଜାମ୍ମୁକାଶ୍ମୀର : ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରୁଛି ପାକିସ୍ତାନ । ୩ ଦିନ ଭିତରେ ୭ ଥର ଜାମ୍ମୁ ଓ କାଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଲାଇନ୍‌ ଅଫ୍‌ କଣ୍ଟ୍ରୋଲର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲଂଘନ କରାଯାଇଛି । ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲଂଘନକୁ ଭରତୀୟ ସେନା କଡା ଜବାବ ଦେଉଛନ୍ତି । ଆଜି ସକାଳେ ପାକିସ୍ତାନୀ ସେନା ପକ୍ଷରୁ ଭାରତର ଛାମୁଆ ପୋଷ୍ଟ ସହିତ ବେସାମରିକ ଅଞ୍ଚଳରେ ଯୋରଦାର ଗୁଳି ଓ ମୋର୍ଟାର ମାଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.