ସମୁଦ୍ର କୂଳରେ ପଡିଥିଲା ଉଲଗ୍ନ ଯୁବତୀଙ୍କ ମୃତଦେହ, ହତ୍ୟା ନେଇ ଚାଲିଲା ତନାଘନା ହେଲେ ପୋଲିସ ଦେଖିଲା ପରେ ସ୍ପଷ୍ଟ ହେଲା ରହସ୍ୟ

ସମୁଦ୍ର କୂଳରେ ବୁଲିବାକୁ ସମସ୍ତଙ୍କୁ ଭଲ ଲାଗେ। ସନ୍ଧ୍ୟା ବେଳେ ସମସ୍ତେ ସମୁଦ୍ର କୂଳରେ ବୁଲି ଟିକେ ଭଲ ମଧ୍ୟ ଲାଗେ । କିନ୍ତୁ ଯଦି ସମୁଦ୍ର କୂଳରେ ଉଲଗ୍ନ ମୃତଦେହ ଦେଖନ୍ତି, ତେବେ ଆପଣ ଭୟ କରିବା ସ୍ୱାଭାବିକ। ଏମିତି ଏକ ଘଟଣା ବ୍ୟାଙ୍କକ୍ରେ ଦେଖିବାକୁ ମିଳିଛି।
ବ୍ୟାଙ୍କକ୍ରୁ ୧୦୦ କିମି ପୂର୍ବରେ ଥିବା ଚେନବୁରୀ ସମୁଦ୍ର ତଟରେ ଏକ ଉଲଗ୍ନ ମୃତଦେହ ମିଳିଥିଲା। ସମୁଦ୍ର କୂଳରେ ବୁଲୁଥିବା ଅନେକ ଲୋକ ଏହି ମୃତଦେହକୁ ଦେଖି ଭୟଭୀତ ହୋଇଯାଇଥିଲେ। ସେମାନେ ତୁରନ୍ତ ପୋଲିସ ଏହା ବିଷୟରେ ସୂଚନା ଦେଇଥିଲେ। ପଡିଥିବା ମୃତଦେହଟିଜଣେ ମହିଳାଙ୍କର ରହିଥିଲା ଏବଂ ତାଙ୍କ ଦେହରେ ମୁହଁ ପାଖରେ କେବଳ ସାର୍ଟଟି ଘୋଡାଇ ହୋଇଥିଲା। ପୋଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏମିତି କିଛି ଦେଖିବାକୁ ପାଇଥିଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପୋଲିସ ସେହି ମୃତଦେହ ମୁହଁରୁ ସାର୍ଟ ଖୋଲିବା ପରେ ଜାଣିବାକୁ ପାଇଥିଲା, ଏହା କୌଣସି ମୃତଦେହ ନୁହେଁ ବରଂ ଏକ ସେକ୍ସ ଡଲ୍ ଥିଲା। ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଚାଲିଛି।
ରିପୋର୍ଟ ମୁତାବକ, ପୋଲିସ ତଦନ୍ତ କରି ଜାଣିବାକୁ ପାଇଛି ଯେ, ଏହା ଏକ ସେକ୍ସ ଡଲ୍। ଯାହାର ଆନୁମାନିକ ଦାମ୍ ୪୪ ହଜାର ଟଙ୍କା। ଏହାକୁ କୌଣସି ବ୍ୟକ୍ତି କିଣି ନେଇ ବ୍ୟବହାର କରିବା ପରେ ନଦୀରେ ପକାଇ ଦେଇଛି। ଏହାକୁ ପୋଲିସ ନେଇ ଥାନାରେ ରଖିଛି। ଏହାର ମୁଣ୍ଡ ନାହିଁ। ତଥାପି ଯଦି ଏହାର ମାଲିକ ଏହାକୁ ନେବାକୁ ଇଚ୍ଛୁକ, ତେବେ ଥାନାରୁ ଆସି ନେଇପାରିବ ବୋଲି ପୋଲିସ କହିଛି।
Also Read : ସ୍ୱପ୍ନରେ ଛେଳି କାଟୁଛି ଭାବି ନିଜର ପ୍ରାଇଭେଟ୍ ପାର୍ଟ କାଟିଦେଲେ ଯୁବକ, ରକ୍ତ ଜୁଡୁବୁଡୁ ହେବା ପରେ ଭାଙ୍ଗିଲା ନିଦ