ବଜେଟ୍‌ ୨୦୨୦ : କମିଲା ଆୟକର ହାର, ଜାଣନ୍ତୁ କାହାକୁ କେତେ ଦେବାକୁ ହେବ

ନୂଆଦିଲ୍ଲୀ : ୫ରୁ ୭.୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତି ଏବେଠାରୁ ୧୦ ପ୍ରତିଶତ ଆୟକର ଦେବେ । ଯାହା ପୂର୍ବରୁ ୨୦ ପ୍ରତିଶତ ଥିଲା । ୭.୫ରୁ ୧୦ ଲକ୍ଷ ଟଙ୍କା ଆୟକାରୀ ୧୫ ପ୍ରତିଶତ ଆୟକର ଦେବେ । ୧୦ ଲକ୍ଷରୁ ୧୨.୫ ଲକ୍ଷ ଟଙ୍କା ଆୟକାରୀଙ୍କ ପାଇଁ ଆୟକର ହାରକୁ ୩୦ରୁ ୨୦ ପ୍ରତିଶତକୁ କମାଇ ଦିଆଯାଇଛିା । ସେହିପରି ୧୨.୫ରୁ ୧୫ ଲକ୍ଷଙ୍କ ପାଇଁ ମାତ୍ର ୨୫ ପ୍ରତିଶତ କର ଦେବେ । ୧୫ ଲକ୍ଷ ଉପରକୁ ଆୟକରୁଥିବା ବ୍ୟକ୍ତି ପୂର୍ବପରି ୩୦ ପ୍ରତିଶତ କର ଦେବେ । ବର୍ଷକୁ ୫ ଲକ୍ଷ ଟଙ୍କା ଆୟକାରୀଙ୍କୁ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ ।
ଆୟକର ବ୍ୟବସ୍ଥାକୁ ଆହୁରି ସରଳ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ପ୍ରସ୍ତାବ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.