ଉତ୍ତରପ୍ରଦେଶ ବାଲିୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ
ଉତ୍ତରପ୍ରଦେଶ ବାଲିୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ହଳଦୀ କ୍ଷେତ୍ର ସୁଫର ଛପରା ମୋଡରେ ଏକ ଅନିୟନ୍ତ୍ରିତ ପିକଅପ୍ ଭ୍ୟାନ ୨ଟି କମାଣ୍ଡର ଜିପ୍କୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି ।
ଉତ୍ତରପ୍ରଦେଶ ବାଲିୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ହଳଦୀ କ୍ଷେତ୍ର ସୁଫର ଛପରା ମୋଡରେ ଏକ ଅନିୟନ୍ତ୍ରିତ ପିକଅପ୍ ଭ୍ୟାନ ୨ଟି କମାଣ୍ଡର ଜିପ୍କୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛି ।
#WATCH | Uttar Pradesh: Ballia SP, Dev Ranjan Verma says “Six people died and several others were injured in an accident between two cars and a pickup truck at around 3-3:30 am under Ballia’s Bairiya police station area. The victims were returning from a function. The injured… pic.twitter.com/7wyuaVaQ2U
— ANI (@ANI) February 27, 2024