Below header

ୱାସିଂଗଟନର ରାସ୍ତା ଉପରେ କିପରି ଆପାତକାଳୀନ ଲ୍ୟାଣ୍ଡିଂ କଲା ଏକ ଛୋଟ ବିମାନ, ଦେଖନ୍ତୁ ଏହି ଭିଡିଓ

ୱାସିଂଗଟନରେ ଏକ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ଘଟଣା ଘଟିଛି । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ହେଉଛି ୱାସିଂଗଟନର ଏକ ବ୍ୟସ୍ତ ବହୁଳ ସଡକରେ ଏକ ଛୋଟ ବିମାନ ଆପାତକାଳୀନ ଲ୍ୟାଣ୍ଡିଂ କରିଛି । ଗତ ୧ ଅଗଷ୍ଟରେ ଏହି ଘଟଣା ଘଟିଛି । ଯାହାର ସମ୍ପୂର୍ଣ୍ଣ ଭିଡିଓ କ୍ୟାମେରାରେ କଏଦ ହୋଇଛି । କିନ୍ତୁ ଏହାଫଳରେ ସାଧାରଣ ଯାତାୟତରେ ବାଧା ଉପୁଯିଥିଲା । ପ୍ଳେନ୍ ଟି ରାସ୍ତାରେ ଯାଉଥିବା ଏକ ଉପର ଦେଇ ଆସିବା ପରେ ଲ୍ୟାଣ୍ଡି କରିଥିଲା। ଯେଉଁଥିପାଇଁ ପ୍ଳେନ୍ ଚଲାଉଥିବା ବ୍ୟକ୍ତି ଥମ୍ପସନ୍ ଙ୍କୁ ଟ୍ରାଫିକ୍ ପୋଲିସ୍ ସାହାର୍ଯ୍ୟ କରିଥିଲେ । ଯାହାଫଳରେ କିଛି ଅଘଟଣ ହେବା ପୂର୍ବରୁ ସବୁ କିଛି ଠିକ୍ ହୋଇଯାଇଥିଲା ।

ଆପଣ ବି ଦେଖନ୍ତୁ ଏହି ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.