Below header

କାରୋନା ଭାଇରସ : ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ହେଲେ କଥା, କହିଲେ- ମିଶିକି ଲଢ଼ିବା

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଗୁରୁବାର କାରୋନା ଭାଇରସ ସଂକଟକୁ ନେଇ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫେରେନ୍ସିଂ ଜରୀଆରେ ଏହି ମହାମାରିକୁ ରୋକିବାର ଉପାୟ ବିଷୟରର ଚର୍ଚ୍ଚା କରିଛନ୍ତି। ଏଥିରେ ଗୃହ ମନ୍ତ୍ରୀ ଅମିତ ଶାହ, ରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ମଧ୍ୟ ସାମିଲ ଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୨୦ ମାର୍ଚ୍ଚରେ ସମସ୍ତ ରାଜ୍ୟକୁ କାରୋନା ସହିତ ଲଢ଼ିବା ବିଷୟରେ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.