Below header

ପିଏମକେ-ଏନଡିଏ ମେଣ୍ଟ ; ତାମିଲନାଡ଼ୁରେ ଏନଡିଏରେ ମିଶିଲା ପିଏମକେ

ସାଉଥରେ ଏନଡିଏ ଡିଲ୍ । ଦକ୍ଷିଣରେ ବଳ ଗୋଟାଉଛି ବିଜେପି । ତାମିଲନାଡ଼ୁରେ ଏନଡିଏରେ ମିଶିଲା ପିଏମକେ । ତାମିଲନାଡ଼ୁ ବିଜେପି ସଭାପତି କେ ଆନ୍ନାମଲାଇଙ୍କ ସହ ପିଏମକେ ମୁଖ୍ୟ ଅମ୍ବୁମଣି ରାମଦୋସ ଆଲୋଚନା କରି ଆସନ ବୁଝାମଣା ଚୂଡ଼ାନ୍ତ କରିଛନ୍ତି ।

ନୂଆଦିଲ୍ଲୀ : ସାଉଥରେ ଏନଡିଏ ଡିଲ୍ । ଦକ୍ଷିଣରେ ବଳ ଗୋଟାଉଛି ବିଜେପି । ତାମିଲନାଡ଼ୁରେ ଏନଡିଏରେ ମିଶିଲା ପିଏମକେ । ତାମିଲନାଡ଼ୁ ବିଜେପି ସଭାପତି କେ ଆନ୍ନାମଲାଇଙ୍କ ସହ ପିଏମକେ ମୁଖ୍ୟ ଅମ୍ବୁମଣି ରାମଦୋସ ଆଲୋଚନା କରି ଆସନ ବୁଝାମଣା ଚୂଡ଼ାନ୍ତ କରିଛନ୍ତି । ପରିବର୍ତ୍ତନ ପାଇଁ ତାମିଲନାଡ଼ୁରେ ଏନଡିଏ ସହ ସାମିଲ ହୋଇଥିବା କହିଛନ୍ତି ପିଏମକେ ମୁଖ୍ୟ । ତାମିଲନାଡ଼ୁରେ ଆମେ ବିଜୟୀ ହେବୁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି ଏବଂ ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.