Below header

ଚେନ୍ନାଇ ପରେ କର୍ଣ୍ଣାଟକରେ ଜବତ ହେଉଛି ପୁଳପୁଳା ଟଙ୍କା

ଜବତ ହେଉଛି ପୁଳପୁଳା ଟଙ୍କା । ଚେନ୍ନାଇ ପରେ କର୍ଣ୍ଣାଟକରେ ଟଙ୍କା ଜବତ । ଦିନକ ପୂର୍ବରୁ ଚେନ୍ନାଇର ଏକ ରେଳ ଷ୍ଟେସନରେ ଜବତ ହୋଇଥିଲା ୪ କୋଟି  ।

କର୍ଣ୍ଣାଟକ(କେନ୍ୟୁଜ) :  ଜବତ ହେଉଛି ପୁଳପୁଳା ଟଙ୍କା । ଚେନ୍ନାଇ ପରେ କର୍ଣ୍ଣାଟକରେ ଟଙ୍କା ଜବତ । ଦିନକ ପୂର୍ବରୁ ଚେନ୍ନାଇର ଏକ ରେଳ ଷ୍ଟେସନରେ ଜବତ ହୋଇଥିଲା ୪ କୋଟି  । କର୍ଣ୍ଣାଟକ ବଲାରି ଅଞ୍ଚିଳରେ ଜବତ ହୋଇଛି ୫ କୋଟି ୬୦ ଲକ୍ଷ ଟଙ୍କା। କେବଳ ଏତିକି ନୁହେଁ, ୩ କେଜି ସୁନା, ୧୦୩ କେଜି ରୁପା ଅଳଙ୍କାର ସହ ୬୮ଟି ରୁପା ବାର୍ ଜବତ ହୋଇଛି ।

ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ। ଏତେ ଟଙ୍କା ଏବଂ ଅଳଙ୍କାର କିଏ ନେଉଥିଲା ଏବଂ କୁଆଡ଼େ ଯାଉଥିଲା ସେ ସଂପର୍କରେ କିଛି ସ୍ପଷ୍ଟ କରିନି ପୋଲିସ। ନିର୍ବାଚନ ପାଖୋଉଥିବା ବେଳେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.