Below header

ଚଳିତ ବର୍ଷରେ ଦ୍ୱିତୀୟ ଥର ପାଇଁ ରାଜଧାନୀ ଦିଲ୍ଲୀରେ ଉଚ୍ଚ ହେଲା ପ୍ରଦୂଷଣ ସ୍ତର

ଦିଲ୍ଲୀ(କେନ୍ୟୁଜ୍) : ରାଜଧାନୀ ଦିଲ୍ଲୀରେ ହାଡଭଙ୍ଗା ଶୀତ ସାଙ୍ଗକୁ ଅଣନିଶ୍ୱାସୀ କରିଦେଉଥିବା ଭଳି ପ୍ରଦୂଷଣ ଯାହା ରାଜଧାନବାସୀଙ୍କ ପାଇଁ  ଚିନ୍ତାର କାରଣ ପାଲଟିଛି । ରବିବାର ଦିନ ଚଳିତ ବର୍ଷରେ ଦ୍ୱିତୀୟ ଥର ପାଇଁ ପ୍ରଦୂଷଣ ସ୍ତର ସବୁଠାରୁ ଅଧିକ ରହିଥିଲା । ଯାହାକୁ ଦୃଷ୍ଟିରେ ରଖି ବରିଷ୍ଠ ଅଧିକାରୀମାନେ ଲୋକମାନଙ୍କୁ ଘରୁ ଅଧିକାଂଶ ସମୟ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.