ହ୍ଵାଇଟ ହାଉସରେ ମୋଦି-ବାଇଡେନଙ୍କ ଭେଟଘାଟ୍, ଭାରତ-ଆମେରିକା ବଡ଼ ସାମରିକ ଡିଲ ଉପରେ ଲାଗିବ ମୋହର!

ହ୍ଵାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ଵାଇଟ ହାଉସରେ ପହଞ୍ଚିବା ପରେ ମୋଦିଙ୍କୁ ଜୋରଦାର ସ୍ୱାଗତ । ସ୍ୱାଗତ କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଆଜି ଦ୍ୱିତୀୟ ଦିନ ।

ନୂଆଦିଲ୍ଲୀ : ବାଇଡେନଙ୍କୁ ଭେଟିଲେ ମୋଦି । ହ୍ଵାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ଵାଇଟ ହାଉସରେ ପହଞ୍ଚିବା ପରେ ମୋଦିଙ୍କୁ ଜୋରଦାର ସ୍ୱାଗତ । ସ୍ୱାଗତ କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଆଜି ଦ୍ୱିତୀୟ ଦିନ ।

ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ ମଧ୍ୟ ମୋଦିଙ୍କୁ ସ୍ୱାଗତ କରିଛନ୍ତି । ମୋଦିଙ୍କ କାର୍ଯ୍ୟକ୍ରମରେ ରହିଛି ବାଇଡେନଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ। ଏହି ବୈଠକରେ ଭାରତ-ଆମେରିକା ବଡ଼ ସାମରିକ ଡିଲ ଉପରେ ଲାଗିବ ମୋହର। ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଥିଲା । ନ୍ୟୁୟର୍କରେ ମୋଦିଙ୍କୁ ବିଶାଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ହେଟେଲ ବାହାରେ ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟମାନେ ଭବ୍ୟ ସ୍ୱାଗତ କରିଥିଲେ । ଆଜି ଆମେରିକାର ମିଳିତ ସଂସଦରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.