ନେପାଳରେ ଟାରା ଏୟାରସ 9 NAET ଏୟାରକ୍ରାପ୍ଟ ନିଖୋଜ, ବିମାନରେ ଥିଲେ ୧୯ ଯାତ୍ରୀ

ନେପାଳ: ନେପାଳରେ ଘରୋଇ ବିମାନ ନିଖୋଜ। ଟାରା ଏୟାରସ 9 NAET ଏୟାରକ୍ରାପ୍ଟ ସହ ଯୋଗାଯୋଗ ବିଚ୍ଛିନ୍ନ। ସକାଳ ୯ଟା ୫୫ମିନିଟରେ ପୋଖରାରୁ ଜୋମସମକୁ ଉଡାଣ ଭରିଥିଲା ବିମାନ।
ବିମାନରେ ୧୯ ଜଣ ଯାତ୍ରୀ ଥିଲେ। କ୍ରୁ ମେମ୍ବରକୁ ମିଶାଇ ବିମାନରେ ୨୨ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରେ ୪ଜଣ ଭାରତୀୟ ଓ ୩ ଜଣ ଜାପାନୀ ନାଗରିକ ଥିଲେ।