ହସପିଟାଲରେ ଆଡମିଟ୍ ହେଲେ ରଜନୀକାନ୍ତ, ଫିଲ୍ମ ସୁଟିଂ ବେଳେ ହଠାତ୍ ହୋଇଗଲେ ଅସୁସ୍ଥ

ସୁପରଷ୍ଟାର ରଜନୀକାନ୍ତ ହାଇଦ୍ରାବାଦର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଫିଲ୍ମ Annathe ର ସୁଟିଂ ସମୟରେ ବ୍ଲଡ ପ୍ରେସର କମ୍ ହେବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଫିଲ୍ମର ସୁଟିଂ ଗତ କିଛିଦିନ ତଳେ ବନ୍ଦ କରାଯାଇଥିଲା। ସୁଟିଂ ସେଟର ୪ ଜଣ ମେମ୍ବରକୁ କରୋନା ପଜିଟିଭି ଚିହ୍ନଟ ପରେ ବନ୍ଦ ହୋଇଥିଲା ଫିଲ୍ମର ସୁଟିଂ।

କିନ୍ତୁ ରଜନୀକାନ୍ତ କରୋନା ନେଗେଟିଭ ହୋଇଥିଲେ। ତାଙ୍କ ରକ୍ତଚାପ କମ୍ ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.