Below header

ୟୁକ୍ରେନ୍‌ ରାଷ୍ଟ୍ରପତି କହିଲେ ଆଗାମୀ ୨୪ ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ

୧-ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ପାଇଁ ଆଲୋଚନା ଜାରି ।
୨-ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି କହିଲେ ଆଗାମୀ ୨୪ ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ ।
୩-ଜାତିସଂଘର ସୂଚନା, ଏହି ଯୁଦ୍ଧରେ ୧୦୨ ଜଣ ସାଧାରଣ ନାଗରିଙ୍କର ମୃତ୍ୟୁ ହୋଇଛି । ଏଥିରେ ୭ ଜଣ ଶିଶୁ ଅଛନ୍ତି ।
୪-ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତିକୁ ନେଇ ଭାରତର ଆଭିମୁଖ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
୫-ନିଜକୁ ରକ୍ଷା କରିବା ପାଇଁ ୟୁକ୍ରେନ୍‌ ନିଜର ସାଧାରଣ ନାଗରିକଙ୍କୁ ସାମନାରେ ରଖୁଛି ବୋଲି କହିଲେ ରୁଷୀୟ ସେନା ।
୬-ଆମେରିକାର ହ୍ଵାଇଟ୍‌ ହାଉସ୍‌ ସାମନାରେ ପ୍ରବାସୀ ୟୁକ୍ରେନ୍‌ବାସୀଙ୍କ ବିକ୍ଷୋଭ । ନିଜ ଦେଶକୁ ସମର୍ଥନ କରି ଧାରଣା ଦେଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.