ସେନସେକ୍ସ ଟପିଲା ୩୮ ହଜାର

ମୁମ୍ବାଇ : ସେନସେକ୍ସ ଓ ନିଫଟିର ଉତ୍‌ଥାନ ଥମିବାର ନାଁ ନେଉନି । ଆଜି କାରବାର ଆରମ୍ଭରୁ ସେନସେକ୍ସ ୩୮ ହଜାର ପଏଣ୍ଟ ଛୁଇଁ ଏକ ନୂଆ ରେକର୍ଡ଼ କରିଛି । ସେହିପରି ନିଫଟି ପହଞ୍ଚିଛି ୧୧,୪୯୫ ପଏଣ୍ଟରେ । ସକାଳ ସାଢ଼େ ୯ଟା ସୁଦ୍ଧା ସେନସେକ୍ସ ୧୧୮ ପଏଣ୍ଟ ଓ ନିଫଟି ୫୦ ପଏଣ୍ଟ ଆଗକୁ ବଢ଼ି ସାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.