ହାର ମାନିଛି ଅକ୍ଷମତା , ଦିବ୍ୟାଙ୍ଗ ହୋଇ ବି ସାଜିଛନ୍ତି ପରଫେକ୍ଟ ମେକାନିକ

ଭୋପାଳର ଅଭୟ ପ୍ରଜାପତି। ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ନିଜ ସ୍ୱପ୍ନକୁ ସାକାର କରି ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୨୦୧୪ ମସିହାରୁ ସେ ଜଣେ ବାଇକ ମେକାନିକ ଭାବେ କାମ କରୁଛନ୍ତି। ଅଭୟଙ୍କ ପାଖରେ ସରକାରୀ ଭିନ୍ନକ୍ଷମ ସାର୍ଟିଫିକେଟ ଥିଲେ ମଧ୍ୟ ସେ କେବେଳ ଏହାକୁ ବ୍ୟବହାର କରି କୌଣସି ସୁବିଧା ହାସଲ କରିନାହାନ୍ତି। ଛୋଟବେଳରୁ ତାଙ୍କୁ ମେକାନିକ ହେବାକୁ ଇଚ୍ଛା ଥିଲା। ଯେବେଠାରୁ ସେ କାମ ଆରମ୍ଭ କରିଥିଲେ ତା’ ପରଠାରୁ କେବେ ପଛକୁ ଫେରି ଚାହିଁନାହାନ୍ତି ବୋଲି କହିଛନ୍ତି ଅଭିୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.