Below header

ଦକ୍ଷିଣ ଫିଲିପାଇନ୍ସରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୬ ରେକର୍ଡ

ଫିଲିପାଇନ୍ସ: ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ । ଆଜି ସକାଳେ ଦକ୍ଷିଣପୂର୍ବ ଏସୀୟ ଦେଶ ଫିଲିପାଇନ୍ସରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ଥିଲା ବୋଲି ଜଣାପଡିଛି । ଏହି ଭୂମିକମ୍ପର କେନ୍ଦ୍ର ମାନିଲାଠାରୁ ୯୭୨ କିମି ଉତ୍ତର-ପୂର୍ବରେ ଥିବା କୋଟାବାଟୋ ରାଜ୍ୟର ଟୁଲୁନାନ ସହର ବୋଲି ଫିଲିପାଇନ୍ସର ଜାତୀୟ ଭୂମିକମ୍ପ ଓ ଆଗ୍ନେୟଗିରି ବିଜ୍ଞାନ ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.