ଦିଲ୍ଲୀ NCR ରେ ଭୂମିକମ୍ପ ଝଟକା, ତୀବ୍ରତା ୩.୧

ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଝଟକା । ଦିଲ୍ଲୀରେ ୩.୧ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଅକ୍ଟୋବର ୩ରେ ଉତ୍ତର ଭାରତ ସମେତ ଅନେକ ଦେଶ ଏବଂ ରାଜ୍ୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଝଟକା । ଦିଲ୍ଲୀରେ ୩.୧ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଅପରାହ୍ନ ୪ଟା ୮ ମିନିଟରେ ହୋଇଛି । ଏହାର କେନ୍ଦ୍ରସ୍ଥଳ ଫରିଦାବାଦ ବୋଲି କୁହାଯାଉଛି । ଅକ୍ଟୋବର ୩ରେ ଉତ୍ତର ଭାରତ ସମେତ ଅନେକ ଦେଶ ଏବଂ ରାଜ୍ୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଆଉ ସେତେବେଳର ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ ରହିଥିଲା ।