ପୋଖରାନ୍‌ ରେଞ୍ଜରୁ ପିନାକା-ER ରକେଟର ସଫଳ ପରୀକ୍ଷଣ

ପୁନେ(କେନ୍ଯୁଜ୍): ପିନାକା-ER ରକେଟର ସଫଳ ପରୀକ୍ଷଣ । ବିସ୍ତାରିତ ରେଞ୍ଜ ପିନାକା ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର ସିଷ୍ଟମ ସଫଳତାର ସହ ପରୀକ୍ଷଣ ହୋଇଛି । ପୋଖରାନ୍‌ ରେଞ୍ଜରୁ ଏହାର ସଫଳ ପରୀକ୍ଷା କରାଯାଇଛି । ଏହି ସିଷ୍ଟମକୁ DRDO ଓ HEMRL ପୁନେ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ପିନାକା-ER ହେଉଛି ପିନାକାର ପୂର୍ବ ସଂସ୍କରଣର ଅପଗ୍ରେଡ୍‌ ସଂସ୍କରଣ । ଗତ ଦଶନ୍ଧି ଧରି ଭାରତୀୟ ସେନାରେ ରହିଆସିଛି । ଆଡଭାନସଡ୍‌ ଟେକ୍ନୋଲୋଜିକୁ ଦୃଷ୍ଟିରେ ରଖି ସିଷ୍ଟମକୁ ଡିଜାଇନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.