Below header

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ ଖୁଲ୍ଲାସା

ଦିଲ୍ଲୀ(କେନ୍ୟୁଜ୍) : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଖୁଲ୍ଲାସା । ଏନଏସଜି ଏବଂ ଫରେନସିକ୍ ଟିମ୍ ର ଯାଞ୍ଚ ପରେ କଲେ  ଏହି ଖୁଲାସା । ୧୫୦ ରୁ ୨୦୦ କିଲୋ ଆରଡିଏକ୍ସ ବ୍ୟବହାର କରିଥିଲେ ଆତଙ୍କାବାଦୀ । ୫ ନମ୍ବର ବସକୁ ଧକ୍କା ଦେଇଥିଲା ଆତ୍ମଘାତୀ ବିସ୍ଫୋରକ ବୋଝେଇ କାର୍‌ । କାରଣ ଏହି ବସରେ ନଥିଲା ବୁଲେଟ୍ ପ୍ରୁଫ । ସର୍ବଦଳୀୟ ବୈଠକରେ ବିରୋଧୀଙ୍କୁ ଏନେଇ ଅବଗତ କରାଇଲେ ସରକାର । ଏହି ଅବସରରେ ପାରିତ ହୋଇଛି ୩ଟି ପ୍ରସ୍ତାବ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.