ଗତ ତିନିବର୍ଷ ଧରି ମେ ମାସରେ ବାତ୍ୟାକୁ ସାମ୍ନା କରୁଛି ଦେଶ

ନୂଆଦିଲ୍ଲୀ : ମେ ମାସରେ ବାତ୍ୟା। ଗତ ତିନିବର୍ଷ ଧରି ମେ ମାସରେ ବାତ୍ୟାକୁ ସାମ୍‌ନା କରୁଛି ଦେଶ । ଗତ ବର୍ଷ ମେ ୧୬ ତାରିଖରେ ବଙ୍ଗୋପସାଗରରେ ସଂଗଠିତ ହୋଇଥିଲା ଅମ୍ଫନ। ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା ପଶ୍ଚିମବଙ୍ଗ। ଏହାର ଠିକ ବର୍ଷକ ପରେ ଆରବସାଗରରେ ଆସିଲା ସାମୁଦ୍ରିକ ଝଡ଼ ତାଉ-ତେ। ୨୦୧୯ ମେ ୩ରେ ଓଡ଼ିଶାରେ ଆସିଥିଲା ବାତ୍ୟା ଫନି। ଆଉ ଏବେ ବଙ୍ଗୋପ ସାଗରରେ ଆଉ ଏକ ସାମୁଦ୍ରିକ ଝଡ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.