ନ୍ୟୁୟର୍କ ଟାଇମ୍ସ ସ୍କୋୟାର ହେଲା ରାମମୟ, ଭକ୍ତିରେ ବୁଡିଲେ ଭାରତୀୟ

ରାମମୟ ହୋଇଛି ଟାଇମ୍ସ ସ୍କୋୟାର । ଆମେରିକାର ଟାଇମ୍ସ ସ୍କୋୟାରରେ ମଧ୍ୟ ଶ୍ରୀରାମଙ୍କୁ ସ୍ୱାଗତ କରାଯାଇଛି । ଏଠାରେ ଭାରତୀୟ ସମୁଦାୟ ଲୋକ ଏକାଠି ହୋଇ ଉତ୍ସବ ପାଳନ କରିଛନ୍ତି । ଯାହାର ଭିଡିଓ ଦେଖିବାକୁ ମିଳିଛି ।

ଆଉ ମାତ୍ର କିଛି ସମୟ ବାକି । ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କୁ ସ୍ୱାଗତ ପାଇଁ ସମଗ୍ର ଭାରତ ଚାହିଁ ରହିଛି । ଏଥିପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ରାମମୟ ହୋଇଛି ଟାଇମ୍ସ ସ୍କୋୟାର । ଆମେରିକାର ଟାଇମ୍ସ ସ୍କୋୟାରରେ ମଧ୍ୟ ଶ୍ରୀରାମଙ୍କୁ ସ୍ୱାଗତ କରାଯାଇଛି । ଏଠାରେ ଭାରତୀୟ ସମୁଦାୟ ଲୋକ ଏକାଠି ହୋଇ ଉତ୍ସବ ପାଳନ କରିଛନ୍ତି ।

ଏଠାରେ ହଜାର ହଜାର ଭାରତୀୟ ଏକାଠି ହୋଇ ଘଣ୍ଟ, ବାଜା ବଜାଇ ଉତ୍ସବ ପାଳନ କରିଥିଲେ । ଯାହାର ଭିଡିଓ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.