Below header

ଆଜିଠୁ ସିବିଏସ୍‌ଇ ଦଶମ ପରୀକ୍ଷା , ଦେଶରୁ ୧୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଦିଲ୍ଲୀ(କେନ୍ୟୁଜ୍) : ଆଜିଠୁ ସିବିଏସ୍‌ଇ ଦଶମ ପରୀକ୍ଷା। ସାରା ଦେଶରୁ ୧୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ରହିଛି। ସକାଳ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ମୋବାଇଲ୍‌ ଫୋନ୍‌, ପର୍ସ ଓ ଘଣ୍ଟାକୁ ପରୀକ୍ଷା କେନ୍ଦ୍ର ଭିତରକୁ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ବାରଣ କରାଯାଇଛି। କପି ରୋକିବା ଲାଗି ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଛି। ମାର୍ଚ୍ଚ ୨୯ ତାରିଖରେ ପରୀକ୍ଷା ଶେଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.