୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରଥମ ପସନ୍ଦ

କମୁନି ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କ୍ରେଜ । ବିଭିନ୍ନ ମାମଲାରେ ଛନ୍ଦି ହୋଇଥିଲେ ମଧ୍ୟ ରାଷ୍ଟପତି ପାଇଁ ପ୍ରଥମ ପସନ୍ଦ ହୋଇଛନ୍ତି ଟ୍ରମ୍ପ ।

କମୁନି ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କ୍ରେଜ । ବିଭିନ୍ନ ମାମଲାରେ ଛନ୍ଦି ହୋଇଥିଲେ ମଧ୍ୟ ରାଷ୍ଟପତି ପାଇଁ ପ୍ରଥମ ପସନ୍ଦ ହୋଇଛନ୍ତି ଟ୍ରମ୍ପ । ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରଥମ ପସନ୍ଦ । ଦୋଷୀ ହେବା ପରେ ମଧ୍ୟ ମିଳିଲା ୭ ସମର୍ଥକଙ୍କ ସମର୍ଥନ। ନିର୍ବାଚନ ପୂର୍ବରୁ ଏକ GOP ବିତର୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରିପବ୍ଲିକାନ ପାର୍ଟିର ୮ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ ।

ଆଇନଗତ ପ୍ରକ୍ରିୟାରେ ଦୋଷୀ ସାବ୍ୟସ୍ତ ହେବାପରେ ମଧ୍ୟ କେଉଁମାନେ ଟ୍ରମ୍ପଂକୁୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦେଖିବାକୁ ଚାହିଁବେ ସେନେଇ ଭୋଟିଂ ହୋଇଥିଲା । ଏଥିରେ ୭ଜଣ ରିପବ୍ଲିକାନ ସଦସ୍ୟ ଟ୍ରମ୍ପଂକୁ ସମର୍ଥନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.