Below header

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ଫୋକସ୍‌ରେ କୋଣାର୍କ: କହିଲେ, ମନ୍ଦିରରୁ ଖସୁଥିବା ପଥର ଜାଗାରେ ଲଗାଯାଉଛି ସାଧାରଣ ପଥର

ପୁରୀ(କେନ୍ୟୁଜ୍): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ଫୋକସରେ କୋଣାର୍କ। କୋଣାର୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। କୋଣାର୍କରେ ଖସୁଥିବା ପଥର ସ୍ଥାନରେ ସାଦା ପଥର ଲଗାଯିବା ନେଇ ଅଭିଯୋଗ ଅସିଛି। ଏନେଇ ASIକୁ ତଥ୍ୟ ମଗାଯିବା ସହ ପୁଙ୍ଖାନୁପଙ୍ଖ ଆଲୋଚନା କରାଯିବ । ସବୁ ରିପୋର୍ଟକୁ ଆଗରେ ରଖି ଆଲୋଚନା କରାଯିବ। ଓଡ଼ିଶାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଖୁବ୍‌ଶୀଘ୍ର ପର୍ଯ୍ୟଟନ ନୀତି ଆସିବ ବୋଲି ସେ ସୂଚନା ଦେଇଛନ୍ତି। କୋଣାର୍କରେ ଚାଲିଥିବା ପର୍ଯ୍ୟଟନ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ପ୍ରହଲ୍ଲାଦ ସିଂହ ପଟେଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.