Below header

ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ୭ ଦିନ ଛୁଟି

ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ୭ ଦିନ (CL ) ଛୁଟି | ଏମିତି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର | ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧବାର ଏହା ଘୋଷଣା କରିଛନ୍ତି | ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି | ଏଥି ସହ ଯେଉଁ ଝିଅମାନେ ମାଟ୍ରିକ ପାସ କରିବେ ସେମାନଙ୍କୁ ଆର୍ଥିକ ସାକ୍ଷରତା ଶିକ୍ଷା ଦିଆଯିବ ବୋଲି ଶ୍ରୀ ଚୌହାନ ଘୋଷଣା କରିଛନ୍ତି |

ଦେଶର ପ୍ରତ୍ୟକ କ୍ଷେତ୍ରରେ ମହିଳାମାନେ ସମାନ ଭୂମିକା ତୁଳାଉଥିବା ସହ ମାତୃତ୍ଵ ଓ ଘରର ଦେଖାଶୁଣା ମଧ୍ୟ କରୁଛନ୍ତି | ତେଣୁ ଆମେ ତାଙ୍କୁ ଅଧିକ ୭ ଦିନ (CL ) ଛୁଟି ଦେବାକୁ ସ୍ଥିର କରିଛୁ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧବାର ଏହା ଘୋଷଣା କରିଥିଲେ | ଝିଅମାନେ ମାଟ୍ରିକ ପାସ କରିବା ପରେ ସେମାନଙ୍କୁ ଆର୍ଥିକ ସାକ୍ଷରତା ଶିକ୍ଷା ମାଧ୍ୟମରେ ଏମ୍ବ୍ରଡ଼ରୀ, ହାଣ୍ଡଲୂମ ,ହାଣ୍ଡିକ୍ରାଫ୍ଟ ଆଦି ବିଷୟରେ ଟ୍ରେନିଂ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ |

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.