Below header

କରୋନା ଠାରୁ ଆହୁରି ଭୟଙ୍କର ମହାମାରୀ ଆସୁଛି, ପୁଣି ଥରେ ସାରା ବିଶ୍ବକୁ ଗ୍ରାସିବ !

କରୋନା ପରେ କରୋନା ଠାରୁ ଆହୁରି ଭୟଙ୍କର ମହାମାରୀ ଆସୁଛି । ପୁଣି ଥରେ ସାରା ବିଶ୍ବକୁ ଗ୍ରାସିବ । ଗୋଟିଏ ନୁହେଁ ୨୦ଟି ଭାଇରସର ଭୟ ରହିଛି ବିଶ୍ବକୁ । ଚୀନର ଜଣେ ବରିଷ୍ଠ ବୈଜ୍ଞାନିକ ଏଭଳି ଦାବି ଉଠାଇବା ସହ ଚେତାବନୀ ଦେଇଛନ୍ତି ।

କରୋନା ପରେ କରୋନା ଠାରୁ ଆହୁରି ଭୟଙ୍କର ମହାମାରୀ ଆସୁଛି । ପୁଣି ଥରେ ସାରା ବିଶ୍ବକୁ ଗ୍ରାସିବ ! ଗୋଟିଏ ନୁହେଁ ୨୦ଟି ଭାଇରସର ଭୟ ରହିଛି ବିଶ୍ବକୁ । ଚୀନର ଜଣେ ବରିଷ୍ଠ ବୈଜ୍ଞାନିକ ଏଭଳି ଦାବି ଉଠାଇବା ସହ ଚେତାବନୀ ଦେଇଛନ୍ତି ।

ଚାଇନାର ଉହାନ ଲ୍ୟାବ ସହ ଜଡିତ ଭାଇରୋଲୋଜିଷ୍ଟ ଶି ଜେଙ୍ଗଲି କହିଛନ୍ତି ଯେ ପୃଥିବୀ ଆଉ ଏକ ଭୟଙ୍କର ମହାମାରୀର ସାମନା କରିବାକୁ ଯାଉଛି । ଶି ଜେଙ୍ଗଲି କହିଛନ୍ତି ତାଙ୍କ ଟିମ ଦ୍ବାରା ଉହାନ ଲ୍ୟାବରେ ହୋଇଥିବା ପରୀକ୍ଷାରୁ ୪୦ ନମୁନା ମଧ୍ୟରୁ ୨୦ ଟିରେ ବିପଦଜନକ ଭାଇରସର ସନ୍ଧାନ ହୋଇଛି ।

ଯାହାକୁ ନେଇ ଦକ୍ଷିଣ ଚାଇନା ମର୍ନିଂ ପୋଷ୍ଟର ଏକ ରିପୋର୍ଟ ଏହି ମାରାତ୍ମକ ଭାଇରସ ବାବଦରେ ଉଲ୍ଲେଖ କରିଛି । ଯେଉଁଥିରେ କରୋନା ପରି ଅବା ଏହାଠୁ ବଳି ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ । ବାଦୁଡି, ମୂଷା, ବିଲେଇ, ପାଙ୍ଗୋଲିନ ଦ୍ବାରା ସହଜରେ ମଣିଷକୁ ବ୍ୟାପି ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.