Below header

ବୌଦ୍ଧ: ନଦୀକୁ ଗାଧୋଇବାକୁ ଯାଇ ପଥରରେ ଫସିଗଲେ ୫ ବର୍ଷର ଶିଶୁ, ୩ ଘଣ୍ଟା ପରେ ଉଦ୍ଧାରକଲା ଓଡ୍ରାଫ୍ ଟିମ୍

ବୌଦ୍ଧ(କେନ୍ୟୁଜ୍): ନଦୀକୁ ଗାଧୋଇ ଯିବା ହେଲା କାଳ। ପଥରେ ଫସିଗଲା ୫ ବର୍ଷର ଶିଶୁ। ଏଭଳି ଅଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବୁରୁବୁଡା ଗାଁରେ । ଆଜି ସକାଳୁ ନଦୀକୁ  ଗାଧୋଇଯିବା ବେଳେ ପଥର ସନ୍ଧିରେ ଫସିଯାଇଥିଲେ ଶିଶୁ ଜଣକ । ପରେ ସ୍ଥାନୀୟ ବାସିନ୍ଦା ଓଡ୍ରାଫ୍ ଟିମକୁ ଖବର  ଦେବା ପରେ ଘଟଣା ସ୍ଥଳରେ ଓଡ୍ରାଫ୍ ଟିମ ପହଞ୍ଚିଥିଲେ।  ଦିର୍ଘ ୩ ଘଣ୍ଟାର ଅପରେସନ୍‌ ପରେ ଶିଶୁଟିକୁ ଉଦ୍ଧାର କରିବାରେ ସଫଳ ହୋଇଛି ଓଡ୍ରାଫ୍ ଟିମ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.