ଆୟକର ବିଭାଗରେ ଭର୍ତ୍ତି ସୁଯୋଗ, ୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଗୁଜରାଟରେ ଆୟକର ବିଭାଗରେ ଚାକିରି କରିବାର ରେଜିଷ୍ଟ୍ରେସନ ଲିଙ୍କ ଖୋଲିଦିଆଯାଇଛି । ଏଠାରେ ଟାକ୍ସ ଇନ୍ସପେକ୍ଟର, ଟାକ୍ସ ଆସିଷ୍ଟାଣ୍ଟ ଏବଂ ଏମଟିଏସ୍‌ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ୧୫ ଅକ୍ଟୋବର ଯାଏ ଆବେଦନ କରିପାରିବେ ।

ଆୟକର ବିଭାଗରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଗୁଜରାଟରେ ଆୟକର ବିଭାଗରେ ଚାକିରି କରିବାର ରେଜିଷ୍ଟ୍ରେସନ ଲିଙ୍କ ଖୋଲିଦିଆଯାଇଛି । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଏଠାରେ ଟାକ୍ସ ଇନ୍ସପେକ୍ଟର, ଟାକ୍ସ ଆସିଷ୍ଟାଣ୍ଟ ଏବଂ ଏମଟିଏସ୍‌ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଅହମଦାବାଦର ଅଫିସିଆଲ ୱେବସାଇଟ incometaxgujarat.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୫

ଟାକ୍ସ ଇନ୍ସପେକ୍ଟର, ଟାକ୍ସ ଆସିଷ୍ଟାଣ୍ଟ ଏବଂ ଏମଟିଏସ୍‌

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୫ ଅକ୍ଟୋବର ଯାଏ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ଟାକ୍ସ ଇନ୍ସପେକ୍ଟର ପ୍ରାର୍ଥୀ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ । ସେହିପରି ଟାକ୍ସ ଆସିଷ୍ଟାଣ୍ଟ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ବ୍ୟାଚଲର ଡିଗ୍ରୀ ସହିତ ୮୦୦୦ ସ୍ପିଡରେ ଡାଟା ଏଣ୍ଟ୍ରି କରିପାରୁଥିବା ଜରୁରୀ ।

ବୟସ ସୀମା : ଟାକ୍ସ ଇନ୍ସପେକ୍ଟର ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ହେବା ଜରୁରୀ । ସେହିପରି ଟାକ୍ସ ଆସିଷ୍ଟାଣ୍ଟ ଏବଂ ଏମଟିଏସ ପଦ ପାଇଁ ବୟସ ସୀମା ୧୮ ରୁ ୨୭ ବର୍ଷ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ମାଧ୍ୟମରେ ହେବ । ଏହାପରେ ଅପଡେଟ ପାଇବା ପାଇଁ ସମୟ ସମୟରେ େଓ୍ଵବସାଇଟ ଚେକ୍‌ କରିପାରିବେ ।

ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.