Below header

ସୈନିକ ସ୍କୁଲରେ ବମ୍ପର ଭର୍ତ୍ତି, ନଭେମ୍ବର ୩ ପୂର୍ବରୁ କରନ୍ତୁ ଆବେଦନ

ଇଚ୍ଛୁକ ପ୍ରାର୍ଥୀ ସୈନିକ ସ୍କୁଲର ଅଫିସିଆଲ  ୱେବସାଇଟକୁ ଯାଇ ଆବେଦନ କରିପାରିବେ । ସୈନିକ ସ୍କୁଲ, ଗୋଲାପାରାରେ ଓ୍ଵାର୍ଡବଏ ପିଜିଟି, ନର୍ସିଂ ଆସିଷ୍ଟାଣ୍ଟ ସମତେ ଅନେକ ଯୋଗ୍ୟ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବା ପରେ କପି ଏବଂ ଡିମାଣ୍ଡ ଡ୍ରାଫ୍ଟ ପଠାଇବାକୁ ହେବ ।

ସୈନିକ ସ୍କୁଲ, ଗୋଲାପାରାରେ ଓ୍ଵାର୍ଡବଏ ପିଜିଟି, ନର୍ସିଂ ଆସିଷ୍ଟାଣ୍ଟ ସମତେ ଅନେକ ଯୋଗ୍ୟ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ସୈନିକ ସ୍କୁଲର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଅନ୍ୟ କୌଣସି ମାଧ୍ୟମରେ ଆବେଦନ କରିପାରିବେ ନାହିଁ । ଆବେଦନ କରିବା ପରେ କପି ଏବଂ ଡିମାଣ୍ଡ ଡ୍ରାଫ୍ଟ ପଠାଇବାକୁ ହେବ ।

ପଦବୀ ବିବରଣୀ : ୧୪

ପିଜିଟି: ୧
ନର୍ସିଂ ଆସିଷ୍ଟାଣ୍ଟ : ୧
ଏଲଡିସି : ୨
ଓ୍ଵାର୍ଡ ବଏ : ୩
ପିଟିଆଇ କମ୍‌ ମେଟ୍ରନ : ୧

ଲ୍ୟାବ ଆସିଷ୍ଟାଣ୍ଟ : ୨
କାଉନସିଲର : ୧
ବ୍ୟାଣ୍ଡ ମାଷ୍ଟର : ୧
ଆର୍ଟ ଆଣ୍ଡ କ୍ରାଫ୍ଟ ଓ୍ଵାର୍କସପ ଇନ୍ସପେକ୍ଟର : ୧
ନର୍ସିଂ ସିଷ୍ଟର(ମହିଳା) : ୧

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩ ନଭେମ୍ବର ୨୦୨୩ ରହିଛି ।

ଏହି ଆବେଦନ ବିଷୟରେ ଡିଟେଲ ଜାଣିବା ହେଉ କି ଆବେଦନ କରିବା ହେଉ, ଅଧିକ ଜାଣିବା ପାଇଁ ସୈନିକ ସ୍କୁଲର ଅଫିସିଆଲ େଓ୍ଵବସାଇଟକୁ ଯିବାକୁ ହେବ । ଆବେଦନ କରିବା ପାଇଁ ଅଫିସିଆଲ େଓ୍ଵବସାଇଟ sainikschoolgoalpara.org କୁ ଯିବାକୁ ହେବ ।

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା : ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଠାରୁ ଆରମ୍ଭ କରି ବୟସ ସୀମା ଭିନ୍ନ ଭିନ୍ନ ରହିଛି । ତେଣୁ ଅଦିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟ୍‌କୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ ।

କେମିତି ହେବ ଚୟନ :

ଏହି ପଦବୀରେ ଚୟନ ଲିଖିତ ପରୀକ୍ଷା, ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । କିଛି ପଦବୀ ପାଇଁ ଲିଖିତ ପରୀକ୍ଷା ସହିତ ସ୍କିଲ ଟେଷ୍ଟ ପରୀକ୍ଷା ମଧ୍ୟ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ମାସକୁ ୩୫ ହଜାରରୁ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ।

ଆବେଦନ ଶୁଳ୍କ : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ୫୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

କପି ଏବଂ ଡିମାଣ୍ଡ ଡ୍ରାଫ୍ଟ ଠିକଣା :

Principal, Sainik School Golpara, PO – Rajapara, District Golpara, Assam – 783133.

ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.