ପ୍ରଦୂଷଣକୁ ରୋକିବା ଆଜି ହିଁ ଘରକୁ ନେଇ ଆସନ୍ତୁ ଏହି ପ୍ୟୁରିଫାୟର, ମିଳୁଛି ଭାରି ଡିସକାଉଣ୍ଟ

ଦୀପାବଳି ପରେ ବାଣ ଫୁଟାଉଥିବା ଯୋଗୁଁ ବହୁତ ପ୍ରଦୂଷଣ ହୋଇଥାଏ ଯାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଯଦି ଆପଣ ନିଜ ପରିବାରକୁ ଏହି ପ୍ରଦୂଷଣରୁ ରକ୍ଷା କରିବାକୁ ଚାହୁଁଛନ୍ତି ତେବେ ଏୟାର ପ୍ୟୁରିଫାୟର କିଣିବା ଆପଣଙ୍କ ପାଇଁ ଉଚିତ ହେବ ।

ଦୀପାବଳି ପାଇଁ ମାତ୍ର ଆଉ କିଛି ସପ୍ତାହ ବାକି ଅଛି । ଫେଷ୍ଟିଭ ସିଜନ ପାଇଁ ଲୋକମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିଛି ଲୋକ ଅଛନ୍ତି ଯେଉଁମାନେ ଦୀପାବଳି ପରେ ମଧ୍ୟ ବାଣ ଫୁଟାନ୍ତି । ଦୀପାବଳି ପରେ ବାଣ ଫୁଟାଉଥିବା ଯୋଗୁଁ ବହୁତ ପ୍ରଦୂଷଣ ହୋଇଥାଏ ଯାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଏହି ପ୍ରଦୂଷଣ ଘର ଭିତରେ ମଧ୍ୟ ଦ୍ରୁତ ଗତିରେ ପ୍ରବେଶ କରେ । ଯଦି ଆପଣ ନିଜ ପରିବାରକୁ ଏହି ପ୍ରଦୂଷଣରୁ ରକ୍ଷା କରିବାକୁ ଚାହୁଁଛନ୍ତି ତେବେ ଏୟାର ପ୍ୟୁରିଫାୟର କିଣିବା ଆପଣଙ୍କ ପାଇଁ ଉଚିତ ହେବ । ଏହି ସମୟରେ ଏୟାର ପ୍ୟୁରିଫାୟର୍ ଉପରେ ଭାରି ଡିସକାଉଣ୍ଟ ଦିଆଯାଉଛି, ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏପରି କିଛି ଦମଦାର ପ୍ୟୁରିଫାୟର୍ସ ନେଇ ଆସିଛୁ ଯାହା ଆପଣଙ୍କ ଟଙ୍କା ବଞ୍ଚାଇବ ।

କାଡୋ ଏୟାର ପ୍ୟୁରିଫାୟର :
ଆପଣ ନିଶ୍ୱାସ ନେଉଥିବା ବାୟୁକୁ ଶୁଦ୍ଧ କରିବା ପାଇଁ କାଡୋ ଏୟାର ପ୍ୟୁରିଫାୟର୍ ଆପଣଙ୍କ ପାଇଁ ଏକ କମ୍ପାକ୍ଟ ପାୱାରହାଉସ୍ । ଫୋଟୋକ୍ଲିଆ ଟେକନିକ୍‌ ଦ୍ୱାରା ଏକ ସ୍ୱତନ୍ତ୍ର ୨-ଇନ୍ –୧ ଫିଲ୍ଟର୍ ସହିତ ଲ୍ୟାସ ହୋଇଥିବା ଏହି ଏୟାର ପ୍ୟୁରିଫାୟର୍ ଗ୍ରାହକଙ୍କ ଘରକୁ ସ୍ୱଚ୍ଛ ବାୟୁ ଯୋଗାଇଥାଏ । ଏହା ଏକ ଦମଦାର ଏୟାର ପ୍ୟୁରିଫାୟର, ଯାହା ଭାଇରସ୍ ଏବଂ ଦୁର୍ଗନ୍ଧ ଦୂର କରିବାରେ ବହୁତ ଭଲ ହୋଇଥାଏ । ଏହି ଏୟାର ପ୍ୟୁରିଫାୟରକୁ ଆପଣ ୨,୧୯୯ ଟଙ୍କାରେ କିଣି ପାରିବେ ।

ହାଲୋନିକ୍ସ ଏୟାର ପ୍ୟୁରିଫାୟର୍ ଆୟୋନାଇଜର୍ ଟେବୁଲ୍ ଟପ୍ :

ହାଲୋନିକ୍ସ ଏୟାର ପ୍ୟୁରିଫାୟର୍ ଆୟୋନାଇଜର୍ ଟେବୁଲ୍-ଟପ୍ ଏୟାର ପ୍ୟୁରିଫାୟର୍ ତାଜା ପବନ ଯୋଗାଇବା ପାଇଁ ଏକ ଭଲ ସମାଧାନ । ଏହାର କେମିକାଲ୍‌ ଫ୍ରି ପ୍ୟୁରିଫିକେସନ୍‌ ପ୍ରୋସେସ ପାଇଁ ପରିବେଶ ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ଲାଭଦାୟକ ପ୍ରଭାବ ପକାଇଥାଏ । ଏହା ବାୟୁ ପ୍ରଦୂଷଣକୁ ୯୦% ପର୍ଯ୍ୟନ୍ତ ହ୍ରାସ କରିଥାଏ । ଜୀବାଣୁ ଏବଂ ଭୂତାଣୁରୁ ସୁରକ୍ଷା ଯୋଗାଇଥାଏ । ଜାଣି ରଖନ୍ତୁ ଏହା ଏକ ସୁଲଭ ମୂଲ୍ୟରେ ମିଳୁଥିବା ପ୍ୟୁରିଫାୟର ଯାହା ଆପଣଙ୍କ ବଜେଟରେ ଫିଟ୍ ହେବ । ଆପଣ ଏହି ଏୟାର ପ୍ୟୁରିଫାୟରକୁ ୧,୦୯୭ ଟଙ୍କାରେ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.