ବାଙ୍କୀ SIଙ୍କୁ ଆକ୍ରମଣ କଲେ ଅବସରପ୍ରାପ୍ତ ଯବାନ, ଖଣ୍ଡାରେ ପକାଇଲେ ଚୋଟ

ବାଙ୍କୀ SIଙ୍କୁ ଆକ୍ରମଣ କଲେ ସରୋଜ ଦାସ। ଆଜି ବାଙ୍କୀ ଥାନାଙ୍କ ଏସଆଇଙ୍କ ସମେତ ଅନ୍ୟ ଜଣେ ପୋଲିସ କର୍ମଚାରୀ ତାଙ୍କୁ କାବୁ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ।

କେନ୍ୟୁଜ୍(ବ୍ୟୁରୋ): ପୁଣି ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ । ବାଙ୍କୀ SIଙ୍କୁ ଆକ୍ରମଣ କଲେ ସରୋଜ ଦାସ। ଆଜି ବାଙ୍କୀ ଥାନାଙ୍କ ଏସଆଇଙ୍କ ସମେତ ଅନ୍ୟ ଜଣେ ପୋଲିସ କର୍ମଚାରୀ ତାଙ୍କୁ କାବୁ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ।

ଖଣ୍ଡାରେ ହାଣିବାରୁ ଦୁଇ ପୋଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ବାଙ୍କୀ ଥାନା ହରିରାଜପୁରର ଅବସର ପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.