Diarrhea panic : ବାଙ୍କୀରେ ଡାଇରିଆ ଆତଙ୍କ, ୫୦ରୁ ଅଧିକ ଆକ୍ରାନ୍ତ
ବାଙ୍କୀ: ବାଙ୍କୀରେ ଡାଇରିଆ ଆତଙ୍କ । ୫୦ରୁ ଅଧିକ ଆକ୍ରାନ୍ତ । କଟକ ଜିଲ୍ଲା ବାଙ୍କୀ ବ୍ଲକ କାଳିପୋଇ ପଞ୍ଚାୟତର କରଡାପଲି ଗାଁରେ ଡାଇରିଆ ଆତଙ୍କ ଖେଳାଇଛି । ଗତ ଦୁଇ ଦିନରେ ୫୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ମହିଳା, ପୁରୁଷଙ୍କ ସମେତ ଛୋଟ ଛୋଟ ପିଲା ମଧ୍ୟ ଅଛନ୍ତି ।…