ଘର ଭିତରୁ ନବଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ୭ ମାସ ତଳେ ହୋଇଥିଲା ବିବାହ

ଘର ଭିତରୁ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମାତ୍ର ୭ ମାସ ତଳେ ଦୁଇ ଜଣଙ୍କ ବିବାହ ହୋଇଥିଲା। ବାଙ୍କୀ ଭେଡା ରାମଚନ୍ଦ୍ରପୁରରେ ଏହି ଅଭାବନୀୟ ଘଟଣା ଘଟିଛି।

ବାଙ୍କୀ (କେନ୍ୟୁଜ୍) : ଉଦ୍ଧାର ହେଲା ନବଦମ୍ପତିଙ୍କ ମୃତଦେହ। ଘର ଭିତରୁ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମାତ୍ର ୭ ମାସ ତଳେ ଦୁଇ ଜଣଙ୍କ ବିବାହ ହୋଇଥିଲା। ବାଙ୍କୀ ଭେଡା ରାମଚନ୍ଦ୍ରପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ କବାଟ ନ ଖୋଲିବାରୁ ଘର ଲୋକ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଦୁଇ ଜଣ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.