ହୁଳୁହୁଳା ପୋଲରେ ୨ ଫୁଟର ପାଣି, ଯାତାୟାତ ଠପ୍

ହୁଳୁହୁଳା ପୋଲରେ ୨ ଫୁଟର ପାଣି । ବନ୍ୟାଜଳ ଆସିବା ଯୋଗୁ ହୁଳୁହୁଳା ପୋଲ ଉପରେ ପାଣି ଚାଲୁଛି । ପାଣି ଯୋଗୁ ଯାତାୟତ ଠପ୍ ହୋଇଯାଇଛି । ଲୋକେ ବିପଦପୂର୍ଣ୍ଣ ଭାବେ ପାଣିରେ ଯିବା ଆସିବା କରୁଛନ୍ତି ।

ବାଙ୍କୀ (କେନ୍ୟୁଜ): ହୁଳୁହୁଳା ପୋଲରେ ୨ ଫୁଟର ପାଣି । ବନ୍ୟାଜଳ ଆସିବା ଯୋଗୁ ହୁଳୁହୁଳା ପୋଲ ଉପରେ ପାଣି ଚାଲୁଛି । ପାଣି ଯୋଗୁ ଯାତାୟତ ଠପ୍ ହୋଇଯାଇଛି । ଲୋକେ ବିପଦପୂର୍ଣ୍ଣ ଭାବେ ପାଣିରେ ଯିବା ଆସିବା କରୁଛନ୍ତି । ବାଙ୍କୀ ବ୍ଲକର ଉତ୍ତର ପାର୍ଶ୍ବରେ ଥିବା ପଞ୍ଚାୟତ ଅଫିସକୁ ଯିବା ଆସିବା କଷ୍ଟକର ହୋଇପଡିଛି । ଗତକାଲି ମହାନଦୀରେ ଦ୍ବିତୀୟ ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା ବାଙ୍କୀରେ ୭ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

 

 

 

 

You might also like