ପ୍ରଧାନମନ୍ତ୍ରୀଙ୍କ ବଙ୍ଗଳା ତଳେ ରହିଛି ୨ କିଲୋମିଟର ଲମ୍ବା ସୁଡ଼ଙ୍ଗ ! ଜାଣନ୍ତୁ କେବେ କରନ୍ତି ମୋଦି ଏହାର ପ୍ରୟୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଙ୍ଗଳାରେ ଦୁଇ କିଲୋମିଟର ଲମ୍ବର ଏକ ସୁଡ଼ଙ୍ଗ ରହିଛି। ଆଜି ଆମେ ଆପଣଙ୍କୁ ମୋଦିଙ୍କ ବଙ୍ଗଳା ତଳେ ଥିବା ସେହି ସୁଡଙ୍ଗର ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକି ସିଧା ସଫଦରଗଞ୍ଜ ଏୟାରପୋର୍ଟ ପର୍ଯ୍ୟନ୍ତ ଯାଇଛି। କହି ରଖୁଛୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପିଏମ, ଯିଏ ଏହି ସୁଡ଼ଙ୍ଗ ବ୍ୟବହାର କରିଛନ୍ତି।

iuui

The Central Public Works Department, ୨୦୧୦ରେ ଏହି ସୁଡ଼ଙ୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା, ଯାହାକି ୨୦୧୪ ଭିତରେ ତିଆରି ହୋଇଛି । ପିଏମଙ୍କ ଶୋଭାଯାତ୍ରା ବେଳେ ରାସ୍ତାରେ ହେଉଥିବା ଗହଳିକୁ ରୋକିବା ପାଇଁ ଏହି ସୁଡ଼ଙ୍ଗ ତିଆରି କରାଯାଇଛି। ମୋଦିଙ୍କ ସୁରକ୍ଷା ସାଙ୍ଗକୁ ଭିଆଇପି ଗତିବିଧି ସମୟରେ ଭିଡ଼କୁ ଏଡ଼ାଇବା ମଧ୍ୟ ଏହି ସୁଡ଼ଙ୍ଗର ମୁଖ୍ୟ ଲକ୍ଷ୍ୟ।

ff

kg

ଜରୁରିକାଳୀନ ପରିସ୍ଥିତିରେ ପିଏମ ବାହାରିବା ପାଇଁ ଏହି ସୁଡ଼ଙ୍ଗ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏଠାକାର ସିକ୍ୟୁରୀଟି ବ୍ୟବସ୍ଥାରୁ ଆପଣ ଅନୁମାନ ଲଗେଇ ପାରିବେ ଯେ ବଙ୍ଗଳା ପାଖରେ ଥିବା ହୋଟେଲରେ ଟପ ୪ ଫ୍ଲୋର ସରକାରଙ୍କ ଦ୍ୱାରା କିଣାଯାଇଛି, ଯେପରି କି, କେହି ପ୍ରଧାନମନ୍ତ୍ରୀଙ୍କ ଆବାସ ଉପରେ ନଜର ପକେଇ ପାରିବେନି। ପିଏମ ଆବାସର ପୂରା ଏରିଆ ନୋ ଫ୍ଲାଇଙ୍ଗ ଜୋନ। ଏହାଛଡା ଏହାର ନିଜର ପାୱାର ଷ୍ଟେସନ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.