ରାକ୍ଷୀ ପୂର୍ଣ୍ଣମା ଠାରୁ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ, ଜାଣନ୍ତୁ ଅଗଷ୍ଟ ମାସରେ ପଡ଼ୁଛି କି କି ପୂଜା ବ୍ରତ

ଆରମ୍ଭ ହୋଇଛି ଅଗଷ୍ଟ ମାସ। ଏହି ମାସରେ ଅନେକ ପୂଜା ବ୍ରତ ପଡ଼ୁଛି। ହିନ୍ଦୁ ପାଞ୍ଜି ଅନୁସାରେ, ଏହି ମାସକୁ ପୂଜା ମାସ ବୋଲି ମଧ୍ୟ କୁହାଯାଏ। ଜୁଲାଇ ୨୫ରୁ ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୨ରେ ଶେଷ ହେଉଛି। ତେବେ ଏହି ମାସର ଅଧାରୁ ଅଧିକ ସମୟ ମହାଦେବଙ୍କ ଆରାଧନା କରି କଟିବ। ଏହି କାରଣରୁ ଏହି ମାସର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ତେବେ ଆସନ୍ତୁ ଜାଣିବା ଅଗଷ୍ଟମାସରେ ପଡ଼ୁଥିବା ପୂଜାପର୍ବାଣୀ ବିଷୟରେ…

୫ ଅଗଷ୍ଟ- କୃଷ୍ଣ ପ୍ରଦୋଷ ବ୍ରତ

୬ ଅଗଷ୍ଟ- ମାସିକ ଶିବରାତ୍ରି

୮ ଅଗଷ୍ଟ- ଶ୍ରାବଣ ଅମାବାସ୍ୟା

୯ ଅଗଷ୍ଟ- ଶ୍ରାବଣ ତୃତୀୟ ସୋମବାର

୧୧ ଅଗଷ୍ଟ- ହରିୟାଲୀ ତିଜ

୧୩ ଅଗଷ୍ଟ- ନାଗ ପଞ୍ଚମୀ

୧୬ ଅଗଷ୍ଟ- ଶ୍ରାବଣ ୪ର୍ଥ ସୋମବାର

୧୮ ଅଗଷ୍ଟ- ଶ୍ରାବଣ ପୁତ୍ରଦା ଏକାଦଶୀ ବ୍ରତ

୧୯ ଅଗଷ୍ଟ- ମହରମ୍‌

୨୦ ଅଗଷ୍ଟ- ଶୁକ୍ଳ ପ୍ରଦୋଷ ବ୍ରତ

୨୧ ଅଗଷ୍ଟ- ଓନମ୍‌ ପର୍ବ

୨୨ ଅଗଷ୍ଟ- ରାକ୍ଷୀ ପୂର୍ଣ୍ଣିମା

୨୫ ଅଗଷ୍ଟ- କଜରୀ ତିଜ୍‌

୩୦ ଅଗଷ୍ଟ- କୃଷ୍ଣ ଜନ୍ମାଷ୍ଟମୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.