Below header

୫୮ ଘଣ୍ଟା ପର୍ଯ୍ୟନ୍ତ ପରସ୍ପରକୁ ଚୁମା ଦେଇ ଚାଲିଲେ ଏହି ଦମ୍ପତି, ମିଳିଲା ଲକ୍ଷାଧିକ ଟଙ୍କା ଓ ହୀରାମୁଦି !

କେବେ ଆପଣ ଶୁଣିଛନ୍ତି କି, କିସ କରି କେହି ଲକ୍ଷାଧିକ ଟଙ୍କା ଓ ହୀରାମୁଦି ଜିତିଛନ୍ତି? ଏମିତି ହିଁ ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଥାଇଲାଣ୍ଡରେ ରହୁଥିବା ଜଣେ ଦମ୍ପତି ଘଣ୍ଟେ କି ଦୁଇଘଣ୍ଟା ନୁହେଁ, ପୂରା ୫୮ ଘଣ୍ଟା ପରସ୍ପରକୁ କିସ କରି ନିଜ ନାଁରେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ଏହାସହିତ ଲକ୍ଷାଧିକ ଟଙ୍କା ପୁରସ୍କାର ଜିତିଛନ୍ତି।

jjuj

ଏହି ଦମ୍ପତିଙ୍କ ନାଁ ଏକ୍କଚଇ ଓ ଲକସାନା। ସେମାନେ ୫୮ ଘଣ୍ଟା ୩୫ ମିନିଟ ଓ ୫୮ ସେକେଣ୍ଡ ପରସ୍ପରକୁ କିସ କରିଥିଲେ। ଦମ୍ପତି ଭାଲେଣ୍ଟାଇନ ଡେ’ କିସାଥନରେ ଭାଗ ନେଇଥିଲେ ଏବଂ ଏହାକୁ ଜିତିଥିଲେ। ଏହି କିସକୁ ଦୁନିଆର ସବୁଠୁ ଲମ୍ବା କିସ ବୋଲି କୁହାଯାଉଛି।

kjj

କେବଳ ଏତିକି ନିହେଁ, ଏହି କପଲଙ୍କ ନାଁ ଏଥିପାଇଁ ବି ରେକର୍ଡ୍ସରେ ସ୍ଥାନ ପାଇଛି, କାରଣ, ସେମାନେ ଟଏଲେଟ ଯିବା ସମୟରେ ପରସ୍ପରକୁ କିସ କରିବା ବନ୍ଦ କରି ନ ଥିଲେ। ନିଆରା ରେକର୍ଡ ସୃଷ୍ଟି ପରେ ଦମ୍ପତିଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.