ଶନି ଏବଂ ଗୁରୁ ଏକାସାଥିରେ କରିବେ ମକର ରାଶିରେ ପ୍ରବେଶ, କିନ୍ତୁ ଏହିସବୁ ରାଶିକୁ ମିଳିବ ଜବରଦସ୍ତ ଫାଇଦା

କୌଣସି ରାଶିରେ ଶନି ଏବଂ ଦେବଗୁରୁ ବୃହସ୍ପତିଙ୍କର ବେଶ ଗୁରୁତ୍ବ ରହିଥାଏ। ଏହି ସମୟରେ ଶନି ମକର ରାଶିରେ ବିରାଜମାନ ହେଉଥିବା ବେଳେ ବୃହସ୍ପତି ୧୪ ସେପ୍ଟେମ୍ବରରୁ ମକର ରାଶିରେ ପ୍ରବେଶ କରିବେ। ଏହି ରାଶିରେ ବୃହସ୍ପତି ୨୧ ନଭେମ୍ବର ପର୍ଯ୍ଯନ୍ତ ରହିବେ। ବୃହସ୍ପତି ଏବଂ ଶନି ଗୋଟେ ରାଶିରେ ରହିବା କାରଣରୁ ବହୁତ ଶୁଭ ଯୋଗ ରହିବ। ଏହି ଶୁଭ ଯୋଗ ଯୋଗୁଁ ଅନେକ ରାଶିକୁ ଫାଇଦା ମିଳିବ। ତେବେ ଆସନ୍ତୁ ଜାଣିବା କେଉଁ ରାଶିକୁ ମିଳିବ ଫାଇଦା…

ମେଷ ରାଶି: ମା’ ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ପକ୍ଷ ମଜବୁତ ହେବ। ଚାକିରି ଏବଂ ବ୍ଯାପାର କ୍ଷେତ୍ରରେ ଉନ୍ନତି ହେବ। ସ୍ବାସ୍ଥ୍ଯ ଭଲ ରହିବ। ମାନ-ସମ୍ମାନ ଏବଂ ପଦ ପ୍ରତିଷ୍ଠା ବୃଦ୍ଧି ହେବ। କାର୍ଯ୍ଯରେ ସଫଳତା ମିଳିବ। ଆପଣ କରିଥିବା କାର୍ଯ୍ଯକୁ ପ୍ରଶଂସା ମିଳିବ।

ବୃଷ ରାଶି: ଧନ ଲାଭ ହେବ। ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ। ଚାକିରି ଏବଂ ବ୍ଯାପାର ପାଇଁ ବହୁତ ଶୁଭ ରହିବ। ନିବେଶ କରିବାରେ ଲାଭ ମିଳିବ। କାର୍ଯ୍ଯରେ ସଫଳତା ମିଳିବ।

କର୍କଟ ରାଶି: ଦାମ୍ପତ୍ଯ ଜୀବନ ଭଲ ରହିବ। ମା’ ଲକ୍ଷ୍ମୀଙ୍କ କୃପାରୁ ଧନ ଲାଭ ହେବ। କାର୍ଯ୍ଯକ୍ଷେତ୍ରରେ ଖୁବ ମାନ-ସମ୍ମାନ ମିଳିବ। ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ଲାଭ ଯୋଗ ରହିବ। କାର୍ଯ୍ଯକ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ।

ମୀନ ରାଶି : ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ। ଦେଣ ନେଣ ପାଇଁ ଶୁଭ ସମୟ। କାର୍ଯ୍ଯକ୍ଷେତ୍ରରେ ସଫଳତା ମିଳିବ। ପରିବାର ସଦସ୍ଯଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ସୁଖମୟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.