ଦୀପାବଳିରେ ରାଶି ଅନୁସାରେ ପିନ୍ଧନ୍ତୁ ଏହି ରଂଗର କପଡା, ମା’ ଲକ୍ଷ୍ମୀ ହୁଅନ୍ତି ବହୁତ ପ୍ରସନ୍ନ

ରଂଗର ପର୍ବ ଦୀପାବଳି ୨୪ ଅକ୍ଟୋବର ୨୦୨୨ରେ ପଡୁଛି । ଏହି ଦିନ ରାଶି ଅନୁସାରେ ରଂଗ ବ୍ୟବହାର କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଜାଣନ୍ତି କି ଆପଣଙ୍କ ରାଶି ପାଇଁ କେଉଁ ରଂଗ ଶୁଭ ହୋଇଥାଏ ।

ମେଷ ରାଶି : ମେଷ ରାଶି ବାଲାଙ୍କ ପାଇଁ ଦୀପାବଳି ଦିନ ଲାଲ ଓ ଗୋଲ୍ଡେନ ରଂଗ ପୋଷାକ ପିନ୍ଧିବା ଶୁଭ ହୋଇଥାଏ । ଏହି ରାଶିର ସ୍ୱାମୀ ମଙ୍ଗଳ ହୋଇଥିବାରୁ ଏହି ଅବସରରେ ଲାଲ୍‌ ପିନ୍ଧିବା ଶୁଭ ହୋଇଥାଏ ।

ବୃଷ ରାଶି : ବୃଷ ରାଶି ବାଲାଙ୍କ ପାଇଁ ଦୀପାବଳି ଦିନ ଧଳା ଓ ନୀଳ ରଂଗ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

ମିଥୁନ ରାଶି : ମିଥୁନ ରାଶି ବାଲାଙ୍କ ପାଇଁ ଦୀପାବଳି ଦିନ ନାରଙ୍ଗୀ ରଂଗ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

କର୍କଟ ରାଶି : କର୍କଟ ରାଶି ବାଲାଙ୍କ ପାଇଁ ଦୀପାବଳି ଦିନ ଧଳା ସହ ଲାଲ୍‌ ରଂଗ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

ସିଂହ ରାଶି : ସିଂହ ରାଶି ବାଲାଙ୍କ ପାଇଁ ଦୀପାବଳି ଦିନ ଧୁଷର ଓ ମେରୁନ୍‌ ରଂଗ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

କନ୍ୟା ରାଶି : କନ୍ୟା ରାଶି ବାଲାଙ୍କ ପାଇଁ ଦୀପାବଳି ଦିନ ସବୁଜ ରଂଗ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

ତୁଳା ରାଶି : ତୁଳା ରାଶି ବାଲାଙ୍କ ପାଇଁ ଦୀପାବଳି ଦିନ ଗୋଲାପୀ ଓ ଧଳା ରଂଗ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

ବିଚ୍ଛା ରାଶି : ବିଚ୍ଛା ରାଶି ବାଲାଙ୍କ ପାଇଁ ଦୀପାବଳି ଦିନ ହଳଦିଆ ଓ ଲାଲ୍‌ ରଂଗ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

ଧନୁ ରାଶି : ଧନୁ ରାଶି ବାଲାଙ୍କ ପାଇଁ ଦୀପାବଳି ଦିନ ହଳଦିଆ ଓ ଗୋଲ୍ଡେନ ରଂଗ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

ମକର ରାଶି : ମକର ରାଶି ବାଲାଙ୍କ ପାଇଁ ଦୀପାବଳି ଦିନ ଧଳା, ବାଇଗଣୀ ଓ ନୀଳ ରଂଗ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

କୁମ୍ଭ ରାଶି : କୁମ୍ଭ ରାଶି ବାଲାଙ୍କ ପାଇଁ ଦୀପାବଳି ଦିନ ଗ୍ରେ ରଂଗ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

ମୀନ ରାଶି : ମୀନ ରାଶି ବାଲାଙ୍କ ପାଇଁ ଦୀପାବଳି ଦିନ ଗୋଲାପୀ ରଂଗ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.