ହାତୀ କିସ୍ କରୁଥିବା କେବେ ଦେଖିଛନ୍ତି କି ? ନ ଦେଖିଥିଲେ ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ସବୁବେଳେ ଜୀବଜନ୍ତୁଙ୍କ ମଜାଳିଆ ଏବଂ କ୍ଯୁଟ ଭିଡିଓ ଭାଇରଲ ହୋଇଥାଏ। ଲୋକ ଇଣ୍ଟରନେଟରେ କୁକୁର, ବିଲେଇ, ମାଙ୍କଡ, ହାତୀର ମଜାଳିଆ ଭିଡିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି। ଅନେକ ଥର ଆପଣଙ୍କ ଖରାପ ମୁଡ୍କୁ ଠିକ୍ କରିଥାଏ। ଯଦି ଆପଣ ହାତୀ ଭିଡିଓ ଦେଖିବାକୁ ପସନ୍ଦ କରନ୍ତି, ତେବେ ଆପଣଙ୍କ ମୁଡକୁ ଠିକ୍ କରିଦେବ ଏହି ଭିଡିଓ। ଏହି ଭିଡିଓ ଏତେ କ୍ଯୁଟ ରହିଛି ଯେ, ଏହାକୁ ଆପଣ ବାରମ୍ବାର ଦେଖିବାକୁ ପସନ୍ଦ କରିବେ।

ସେଲଡ୍ରିକ୍ ୱାଇଲ୍ଡଲାଇନ ଟ୍ରଷ୍ଟ, କେନିଆ ସ୍ଥିତି ଏକ ସଂଗଠନ। ଯାହା ଜୀବଜନ୍ତୁଙ୍କୁ ଉଦ୍ଧାର କରିବା, ଥଇଥାନ କରିବା ଏବଂ ଅନାଥ ହାତୀ ଛୁଆକୁ ଆପଣାଇବା କାମ କରିଥାନ୍ତି। ଏହି ଭିଡିଓକୁ ନିଜର ଅଧିକାରକ ଟ୍ବିଟର ପେଜରେ ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି କ୍ଯାପସନ ଲେଖିଛନ୍ତି କି ‘ହାତୀ କିସ୍’।

ଏହି ଭିଡିଓକୁ ଏଯାଏଁ ୧୭ ହଜାରରୁ ଉର୍ଦ୍ଧ୍ବ ଥର ଦେଖାସରିଲାଣି। ଲୋକଙ୍କୁ ଏହି ଭିଡିଓ ମଜାଳିଆ ଲାଗିଛି ଯେ, ବହୁତ ପ୍ରତିକ୍ରିୟା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.