ଇସ୍ରୋର ଚନ୍ଦ୍ରଯାନ-୨ ମିଶନକୁ ପ୍ରଶଂସା କଲା ନାସା

ଇସ୍ରୋର ଚନ୍ଦ୍ରଯାନ-୨ ମିଶନକୁ ପ୍ରଶଂସା କରିଛି ଆମେରିକା ମହାକାଶ ସଂସ୍ଥା ନାସା । ନାସା କହିଛି, ମିଶନ ମହାକାଶ ବେଶ୍‌ କଠିନ ହୋଇଥାଏ । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପାଦ ଥାପିବା ପାଇଁ ଇସ୍ରୋର ଚନ୍ଦ୍ରଯାନ-୨ ମିଶନ ବେଶ୍‌ ପ୍ରଶଂସନୀୟ । ଏହା ଦ୍ୱାରା ଆମକୁ ପ୍ରେରଣା ମିଳିଛି ବୋଲି କହିଛି ନାସା । ସେହିପରି ୟୁଏଇ ସ୍ପେସ୍‌ ଏଜେନ୍ସି ମଧ୍ୟ ଇସ୍ରୋକୁ ପ୍ରଶଂସା କରିଛି । ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ନେଇ ସବୁ ପ୍ରକାର ସହଯୋଗ କରିବ ବୋଲି କହିଛି ୟୁଏଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.