“ଇସ୍ ଦେଶ୍ କୋ ବେଟି ଦେନେ ସେ ଭଗବାନ୍ ଭି ଘବରାୟେଗା” : ଦୁଷ୍କର୍ମ ମାମଲାର ଶୁଣାଣି ବେଳେ ଭାବପୂର୍ଣ୍ଣ କବିତା ପଢିଲେ ବିଚାରପତି

Gar ab bhi na sudhre toh ek din aisa aayega, iss desh ko beti dene se bhaghwaan bhi ghabhrayega : ଯଦି ଏବେ ବି ନସୁଧୁରିବା ତେବେ ଗୋଟେ ଦିନ ଏମିତି ଆସିବ, ଏହି ଦେଶକୁ ଝିଅ ଦେବା ପାଇଁ ଭଗବାନ୍ ବି ଡରିବ । ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଦଣ୍ଡ ଶୁଣାଇବା ସମୟରେ ଏହି ଭାବପୂର୍ଣ୍ଣ କବିତାଟି ବାହାରିଛି ଜଣେ ଜଜଙ୍କ ମୁହଁରୁ ।

କୋର୍ଟରୁମରେ ଚାଲିଥିଲା ଦୁଷ୍କର୍ମ ମାମଲାର ଶୁଣାଣୀ । ଅଭିଯୁକ୍ତ ଜଣେ ୨୨ ବର୍ଷୀୟ ଯୁବକ ଥିବା ବେଳେ ପୀଡିତା ଜଣକ ଥିଲା ମାତ୍ର ୩ ବର୍ଷର କୁନି ଝିଅ । ଆଉ ବିଚାରପତି ନୀରଜା ଦଧିଚି ଶୁଣାଣି କରି ଅଭିଯୁକ୍ତକୁ ଶୁଣାଇଥିଲେ ମୃତ୍ୟୁ ଦଣ୍ଡ । The Criminal Law Amendment Act 2018 ଅନୁଯାୟୀ ୧୨ ବର୍ଷରୁ କମ୍ ଝିଅଙ୍କୁ ଦୁଷ୍କର୍ମ କଲେ ମିଳିବ ମୃତ୍ୟୁ ଦଣ୍ଡ । ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍ ୧୩ ଅଗଷ୍ଟରେ ଫାଇଲ୍ ହୋଇଥିବା ବେଳେ ୩୦ ଅଗଷ୍ଟରେ ହୋଇଥିଲା ଶୁଣାଣି । ୨୯ ଦିନ ମଧ୍ୟରେ ଅଭିଯୁକ୍ତ ବିନୋଦକୁ ମୃତ୍ୟୁ ଦଣ୍ଡ ଦେଇଥିଲେ ବିଚାରପତି ନୀରଜା ।

ତେବେ ଦଣ୍ଡ ଶୁଣାଇବା ପୂର୍ବରୁ ଏକ କବିତା ପଢିଥିଲେ ବିଚାରପତି । ଯାହା ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଆଣିଦେଇଥିଲା ଲୁହ । କୋର୍ଟ ରୁମରେ ଉପସ୍ଥିତ ସମସ୍ତେ ବିଚାରପତିଙ୍କ କବିତାକୁ ଚୁପଚାପ୍ ଶୁଣୁଥିଲେ । ବିଚାରପତିଙ୍କ କବିତା ସେ ସମସ୍ତଙ୍କ ତୀବ୍ର ନିନ୍ଦା କରିଛି ଯେଉଁମାନେ ଦୁଷ୍କର୍ମର କାରଣ ପିନ୍ଧା କପଡାକୁ ମାନିଥାନ୍ତି ।

ପଢନ୍ତୁ ବିଚାରପତିଙ୍କ ପୁରା କବିତା :

“Woh masoom naazuk bachchi, ek aangan ki kali thi. Woh maa-baap ki aankhon ka taara thi, armaanon se pali thi.

Jiski masoom adaaon se maa-baap ka din ban jaata tha, jiski ek muskaan ke aage pathar bhi moum ban jaata tha.

Voh masoom bachchi theek se bol nahi paati thi, dikhaa ke jiski masoomiyat udaasi bhi muskaan ban jaati thi.

Jisne jeevan ke keval teen basant hi dekhe the, uspar yeh annyay hua. Yeh kese vidhi ke lekhe the? 

Ek teen saal ki beti par yeh kaisa atyachaar hua?

Ek bachchi ko darindo se bacha na sake yeh kaise mulk itna laachar hua? 

Uss bachhi par kitna zulm hua, woh kitna royi hogi.

Mera hi kaleja fatt jaaata hai toh maa kaise soyi hogi?

Jis masoom ko dekh kar mann mein pyaar umad kar aata hai, dekh ussi ko kuch ke mann mein haiwaan utar aata hai.

Kapdon ke kaaran hote rape jo kahein, unhein batlaun main, aakhir teen saal ki bachchi ko saree kaise pehnaun mein?

Gar ab bhi na sudhre toh ek din aisa aayega, iss desh ko beti dene se bhaghwaan bhi ghabhrayega.”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.