ଆପଣ ଫ୍ଲାଇଟରେ ଯାତ୍ରା କରି ଥାଇପାରନ୍ତି ସତ, କିନ୍ତୁ ଫ୍ଲାଇଟ ବିଷୟରେ ଏହି ୧୦ ସିକ୍ରେଟ୍‌ କଥା ଜାଣିନଥିବେ ନିଶ୍ଚୟ

କଣ ଆପଣଙ୍କୁ ଜଣାଅଛି ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କ ସହ କଣ କଣ ହୋଇଥାଏ । ଆପଣ ବି ଏୟାର ହୋଷ୍ଟେସଙ୍କ ସହ ଏହିସବୁ ମଜା ନେଇପାରିବେ । ଏୟାର ହୋଷ୍ଟେସଙ୍କୁ ନେଇ ଏହି ୧୦ ସିକ୍ରେଟ କଥା ଯାହାକୁ କେହି ବି ଜାଣିନାହାଁନ୍ତି । ଯାହାକୁ ଦେଖି ଆପଣଙ୍କୁ ବି ବିଶ୍ୱାସ ହେବନାହିଁ ।

କଣ ଆପଣଙ୍କୁ ଜଣାଅଛି ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କ ସହ କଣ କଣ ହୋଇଥାଏ । ଆପଣ ବି ଏୟାର ହୋଷ୍ଟେସଙ୍କ ସହ ଏହିସବୁ ମଜା ନେଇପାରିବେ । ଏୟାର ହୋଷ୍ଟେସଙ୍କୁ ନେଇ ଏହି ୧୦ ସିକ୍ରେଟ କଥା ଯାହାକୁ କେହି ବି ଜାଣିନାହାଁନ୍ତି । ଯାହାକୁ ଦେଖି ଆପଣଙ୍କୁ ବି ବିଶ୍ୱାସ ହେବନାହିଁ । ଏୟାର ହୋଷ୍ଟେସ ଓ ଏରୋପ୍ଲେନକୁ ନେଇ ଆମେ ଆଜି ଏମିତି ଏମିତି କଥା ଜଣାଇବୁ ଯାହାକୁ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଓ ଏୟାର ହୋଷ୍ଟେସଙ୍କ ଦ୍ୱାରା ଆମ ସମସ୍ତଙ୍କୁ ଲୁଚାଇ ରଖାଯାଏ । ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ସେହି ସବୁ ରୋଚକପୂର୍ଣ୍ଣ କଥା ବିଷୟରେ ଯାହା ହୁଏତ ପୂର୍ବରୁ ଆପଣଙ୍କୁ ଜଣାନଥିବ ।

airlineଆପଣମାନଙ୍କ ମଧ୍ୟରୁ ବହୁତ ଜଣ ଫ୍ଳାଇଟରେ ଟ୍ରାଭେଲ କରିଥିବେ ନିଶ୍ଚୟ । ଆଉ ଆପଣ ନୋଟିସ୍‌ କରିଥିବେ ଯେ ଆପଣ ଯେତେବେଳେ ଫ୍ଲାଇଟରେ ଏଣ୍ଟ୍ରି କରନ୍ତି ସେତେବେଳେ ଯାତ୍ରୀଙ୍କ ସ୍ୱାଗତ ପାଇଁ ଛିଡା ହୋଇଥାନ୍ତି ଏୟାର ହୋଷ୍ଟେସ୍‌ । କିନ୍ତୁ ଏହା ପଛର ସତ ବିଲକୁଲ ଅଲଗା ଥାଏ । ବାସ୍ତବରେ ସେମାନେ ପ୍ୟାସେଞ୍ଜର୍ସଙ୍କ କାଉଣ୍ଟ କରିଥାନ୍ତି । ଆଉ ଯଦି ଫ୍ଲାଇଟ୍‌ ଆଟେଣ୍ଟାଣ୍ଟ ଏମିତି ତାଙ୍କ ସାମ୍ନାରେ କରିବେ ତାହେଲେ ପ୍ୟାସେଞ୍ଜର୍ସଙ୍କୁ ଏହା ଭଲ ଲାଗିନଥାଏ ।

ଏହାବ୍ୟତୀତ ଏୟାର ହୋଷ୍ଟେସଙ୍କ ପାଇଁ ଫ୍ଲାଇଟରେ ଏକ ସ୍ପେଶାଲ ରୁମ୍‌ ବି ଥାଏ । ଯେଉଁଠି ଦୁଇଟି ବେଡ୍‌ ରହିଥାଏ । ଏହାସହିତ ଏଣ୍ଟରଟେନ୍‌ ପାଇଁ ଏକ ଟିଭି ମଧ୍ୟ ଥାଏ । ଫ୍ଲାଇଟରେ ଯେତେବେଳେ ସେମାନେ ଥକ୍କା ଅନୁଭବ କରିବେ, ଜଣେ ଜଣେ ଯାଇ ସେଠାରେ ସେ ରେଷ୍ଟ କରିପାରିବେ । ଅନେକ ଥର ତ ପାଇଲଟ୍‌ ମଧ୍ୟ ଅଟୋପ୍ଲେନ୍‌ ମୋଡ୍‌ ଲଗାଇ ରେଷ୍ଟ କରିବାକୁ ଯାଆନ୍ତି ।

lineଆପଣମାନଙ୍କ ମଧ୍ୟରୁ ବହୁତ ଜଣ ପ୍ଲେନରେ ଯାତ୍ରା କରିଥିବେ । କିନ୍ତୁ କଣ ଆପଣଙ୍କୁ ଜଣାଅଛି, ଯେଉଁ ଫ୍ଲାଇଟରେ ଆମେ ଟ୍ରାଭେଲ କରନ୍ତି ଠିକ୍‌ ସେହି ଫ୍ଲାଇଟରେ ଆମ ଲଗେଜ୍‌ ସହିତ ଡେଡବଡିକୁ ମଧ୍ୟ ନିଆଯାଏ । ଆଉ ଏହି କଥା କୌଣସି ବି ଏୟାରଲାଇନ୍ସ କମ୍ପାନୀ ପବ୍ଲିକଲୀ ଖୁଲାସା କରନ୍ତିନାହିଁ । ଆଉ ଏହାସହ ଯଦି ପ୍ଲେନରେ ଯାତ୍ରା କରୁଥିବା ସମୟରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇଯାଏ ତାହେଲେ ଏୟାରହୋଷ୍ଟେସ ସେହି ବ୍ୟକ୍ତିଙ୍କୁ ସିଟ୍‌ ଉପରେ ବସାଇ ଦିଅନ୍ତି । ଆଉ ଲ୍ୟାଣ୍ଡିଙ୍ଗ୍‌ ପର୍ଯ୍ୟନ୍ତ ଏହା ବିଷୟରେ ଯାତ୍ରୀଙ୍କୁ ନଜଣାଇବାକୁ ଟ୍ରାଏ କରୁଥିଲେ । କାହିଁକିନା ଯଦି ଯାତ୍ରୀଙ୍କୁ ଏହା ବିଷୟରେ ଜଣାପଡିଯାଏ ତ ଭୟରେ ସେମାନେ ଇଆଡେ ସିଆଡେ ଦୌଡନ୍ତି । ଯାହାଫଳରେ ବିମାନଟି ତାର ନିୟନ୍ତ୍ରଣ ହରାଇବସିପାରେ ।

FLIGHTଏମିତି ତ ଫ୍ଲାଇଟର ସିକ୍ୟୁରିଟୀ ବହୁତ ଷ୍ଟିକ୍ଟ ଥାଏ । ଆଉ କୌଣସି ବି ଲୋକଙ୍କୁ ବିମାନ ଭିତରକୁ କୌଣସି ପ୍ରକାର ଧାରୁଆ ଅସ୍ତ୍ର ଏବଂ ହତିଆର ନେଇ ଯିବାକୁ ଅନୁମତି ନାହିଁ ବରଂ ଏହା ଅସମ୍ଭବ ସହ ସମାନ। କିନ୍ତୁ ଏତେ ସବୁ ସିକ୍ୟୁରିଟୀ ପରେ ମଧ୍ୟ ଯଦି କେହି ବ୍ୟକ୍ତି ହତିଆର ନେଇବି ଗଲେ, ତଥାପି ମଧ୍ୟ ବର୍ତ୍ତମାନ ସମୟରେ ପ୍ଲେନକୁ ହାଇଜାକ୍‌ କରାଯାଇପାରିବନାହିଁ। କାହିଁକିନା ଆମେରିକା, ଫ୍ରାନ୍ସ, କାନାଡା ଏବଂ ଜର୍ମାନ ଭଳି ଦେଶର ବିମାନରେ ଜଣେ କିମ୍ବା ଦୁଇ ଜଣ ଟ୍ରେନଡ୍‌ କମାଣ୍ଡୋ ପ୍ୟାସେଞ୍ଜର୍ସଙ୍କ ସିଟରେ ବସିଥାନ୍ତି । ଯାହାଫଳରେ ଯଦି ଏମିତି କିଛି ସ୍ଥିତି ଉପୁଜିଲା ତାହେଲେ ଏହାକୁ ବିମାନରେ ହିଁ ଯେପରି ଠିକ୍‌ କରାଯାଇହେବ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ନା ତ ଏହା ବିଷୟରେ ନା ଏୟାରହୋଷ୍ଟେସ ନା ପ୍ଲେନର ପାଇଲଟଙ୍କୁ ଜଣାଯାଇଥାଏ । ଆଉ ଏହି ସର୍ଭିସକୁ ଏୟାର ମାର୍ସଲ ସର୍ଭିସ କୁହାଯାଏ ।

୯୯% ଲୋକଙ୍କୁ ଏହା ଲାଗିଥାଏ ଯେ ଯେତେବେଳେ ପ୍ଲେନ ଏମରେଜେନ୍ସୀ ସିଚୁଏସନରେ ଥାଏ ସେତେବେଳେ ଏକ୍ସିଜେନ୍‌ ସିଲିଣ୍ଡର ରହିଥାଏ, ଯାହା ଆମକୁ ଆପାତକାଳୀନ ସ୍ଥିତିରେ ଅକ୍ସିଜେନ୍‌ ଦେଇପାରିବ । କିନ୍ତୁ ଦର୍ଶକବନ୍ଧୁ ବାସ୍ତବରେ ସେମିତି ନୁହେଁ ଆପଣଙ୍କୁ ବୋଧହୁଏ ଜଣାନଥିବ ଯେ ପ୍ଲେନର ଖିଡକି ଉପରେ ଯେଉଁ ଅକ୍ସିଜେନ ରହିଥାଏ ତାହା ବହୁତ ଛୋଟ ସିଲିଣ୍ଡରରେ ରହିଥାଏ । ଯାହାକୁ କେମିକାଲ ଅକ୍ସିଜେନ୍‌ ଜେନେରେଟର କୁହାଯାଏ । ଆଉ କ୍ୟାନରେ ଆମେ କେବଳ ମାତ୍ର ୧୦ ରୁ ୧୫ ମିନିଟ ହିଁ ଜୀବିତ ରହିପାରିବା ।

foodfoodଅଧିକାଂଶ ଲୋକଙ୍କୁ ଏହା ଜଣାନଥିବ ଯେ ଯେଉଁ ଖାଦ୍ୟ ଆମକୁ ଫ୍ଲାଇଟରେ ଦିଆଯାଏ ତାହାକୁ ପ୍ରାୟ ଦୁଇ ରୁ ତିନି ଦିନ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ । ଏକଥା ନିହାତି ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ସେ ଖାଦ୍ୟ କେବଳ ଆମ ଯାତ୍ରୀ ମାନଙ୍କ ପାଇଁ ହିଁ ଥାଏ । ଏହି ଖାଦ୍ୟକୁ କେବେବି ପାଇଲଟଙ୍କୁ ଦିଆଯାଏନାହିଁ । କାହିଁକିନା ସେମାନଙ୍କୁ ଜଣାଥାଏ ଯେ ଏ ଖାଦ୍ୟ ଖାଇବା ଯୋଗ୍ୟ ନୁହେଁ ।

ଆପଣ ଏହା ନିହାତି ଭାବେ ଜାଣିଥିବେ ଯେ ଏରୋପ୍ଲେନରେ ଦୁଇ ପ୍ରକାରର କ୍ଲାସ୍‌ ରହିଥାଏ । ଗୋଟିଏ ତ ବିଜନେସ୍‌ କ୍ଲାସ ଏବଂ ଅନ୍ୟଟି ଇକୋନୋମିକ କ୍ଲାସ । ବୋଧହୁଏ ଆପଣଙ୍କୁ ଜଣାନଥିବ ଯେ ବିଜନେସ୍‌ କ୍ଲାସ ଟିକେଟ ଇକୋନୋମିକ କ୍ଲାସ ଟିକେଟ ଠାରୁ ପ୍ରାୟ ୪ ଗୁଣା ଅଧିକ । କଣ ଆପଣଙ୍କୁ ଜଣାଅଛି ଦୁଇଟା ମଧ୍ୟରୁ ଅଧିକ ସୁରକ୍ଷିତ କେଉଁ ସିଟ୍‌ ଥିବ । ଆପଣ ଭାବୁଥିବେ ବିଜନେସ୍‌ କ୍ଲାସ ଅଧିକ ଟଙ୍କା ଯେହେତୁ ସେଇଟା ହିଁ ଅଧିକ ସୁରକ୍ଷିତ ହୋଇଥିବ । କିନ୍ତୁ ଏକ ଷ୍ଟଡି ଅନୁଯାୟୀ ଏହା ସାମ୍ନାକୁ ଆସିଛି ଯେ ବିପଦ ସମୟରେ ଇକୋନୋମିକ କ୍ଲାସକୁ କୌଣସି ନା କୌଣସି ଭାବେ ରକ୍ଷା କରିହେବ । କିନ୍ତୁ ବିଜନେସ୍‌ କ୍ଲାସ ଯାତ୍ରୀଙ୍କୁ ବଞ୍ଚାଇବାର ସମ୍ଭାବନା ପାଖାପାଖି ନାଁ ସହ ସମାନ । ଆଉ ଏହି କଥା କେବେବି ବଡ ବଡ କମ୍ପାନୀ ପବ୍ଲିକଲୀ ଜଣାଇନଥାନ୍ତି ।

flightକଣ ଆପଣଙ୍କୁ ଜଣାଅଛି ଯେ ଆପଣଙ୍କୁ ଏୟାରପୋର୍ଟରେ ଦୁଇ ଘଣ୍ଟା ପୂର୍ବରୁ ପହଁଚିବାକୁ କାହିଁକି କୁହାଯାଏ? ଆପଣ ଭାବୁଥିବେ ଯେ ସିକ୍ୟୁରିଟୀ ଚେକରେ ହେଉଥିବା ବିଳମ୍ବ କାରଣରୁ ଆମକୁ ଦୁଇ ଘଣ୍ଟା ପୂର୍ବରୁ ଆସିବାକୁ ନିର୍ଦ୍ଦେଶ ଥାଏ । କିନ୍ତୁ ବାସ୍ତବରେ ଏମିତି ନୁହେଁ । ଯାତ୍ରୀଙ୍କୁ ଦୁଇ ଘଣ୍ଟା ପୂର୍ବରୁ ଏଥିପାଇଁ ଆସିବାକୁ କୁହାଯାଇଥାଏ କାରଣ ଯେପରି ଆମେମାନେ ଏୟାରପୋର୍ଟରେ ଥିବା ଦୋକାନରେ କିଣାକିଣି କରିପାରିବା ଏବଂ ଏୟାରପୋର୍ଟର ରେଷ୍ଟୁରାଣ୍ଟରେ ଖାଇ ପିଇ ଟଙ୍କା ଉଡାଇପାରିବା । ଆଉ ଏପରି କରିକି ଏୟାରଲାଇନ୍ସ କମ୍ପାନୀ ଲକ୍ଷ ଲକ୍ଷ ଟଙ୍କା ଇନକମ୍‌ କରିଥାନ୍ତି । ଆଉ ଏହାକୁ ଏୟାରଲାଇନ୍ସ ଦୁନିଆର ଗୋଲଡେନ୍‌ ଆଓ୍ଵାର କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.