Below header

ସୂର୍ୟ୍ୟକୁ ଛୁଇଁବ ନାସାର ମହାକାଶଯାନ

ସୂର୍ୟ୍ୟକୁ ଛୁଇଁବ ନାସାର ମହାକାଶଯାନ । ଏଥିପାଇଁ ଆଜି ସୂର୍ୟ୍ୟ ଅଭିମୁଖେ ମହାକାଶଯାନକୁ ପଠାଇବ ନାସା । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ସୂର୍ୟ୍ୟର ତାମପାତ୍ରାକୁ ମାପିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଅଭିଯାନ ଆରମ୍ଭ କରିଛି ଆମେରିକା ଗବେଷଣା ସଂସ୍ଥା ନାସା ।

nasaଏଥିପାଇଁ କାର୍ ଆକାରର ମହାକାଶଯାନ ପାର୍କର ସୋଲାର୍ ପ୍ରୋବ୍କୁ ଡେଲ୍ଟା ଫୋର୍ ରକେଟ୍ ସାହାଯ୍ୟରେ ସୂର୍ୟ୍ୟ ଅଭିମୁଖେ ପଠାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଜି ଫ୍ଲୋରିଡା ସ୍ଥିତ କେପ୍ କାନଭେରାଲ୍ ଗବେଷଣାକେନ୍ଦ୍ରକୁ ଏହାକୁ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.