ବିନା ଅପରେସନରେ ଅନ୍ଧତ୍ୱ ଦୂର କରନ୍ତି ଏହି ମହିଳା, ଆପଣାନ୍ତି ଏହି କୌଶଳ

ଆଖି ଆମ ଶରୀରର ସମ୍ବେଦନଶୀଳ ଅଙ୍ଗ। ଆଖିରେ କୌଣସି ସମସ୍ୟା ଦେଖାଦେଲେ, ଆମେ ତୁରନ୍ତ ଡାକ୍ତରଙ୍କୁପରାମର୍ଶ କରୁ। ଏହି ଛୋଟ ସମସ୍ୟା ଆପଣଙ୍କୁ ଅନ୍ଧ କରିଦେଉ ଏହା ପୂର୍ବରୁ ଆମେ ସଜାଗ ହୋଇଯାଉ। କିନ୍ତୁ ୟୁରୋପର ବୋସନିୟା ଏବଂ ହର୍ଜଗୋଭିନାର ଲୋକ ଆଖିସମସ୍ୟା ହେଲେ ଡାକ୍ତର ନୁହେଁ ବରଂ ୮୦ ବର୍ଷୀୟ ଜଣେ ମହିଳାଙ୍କୁ ଦେଖା କରନ୍ତି। ଆପଣ ଭାବୁଥିବେ, ଡାକ୍ତର ପାଖକୁ ନ ଯାଇ ବୃଦ୍ଧ ମହିଳା ପାଖକୁ କ’ଣ ପାଇଁ ଯାଇଥାନ୍ତି। କାରଣ ଏହି ମହିଳା ଜଣ କୌଣସି ଔଷଧ ନୁହେଁ ବରଂ ନିଜର ଜିଭ ଦ୍ୱାରା ଅନ୍ଧତ୍ୱ ଦୂର କରିଥାନ୍ତି। ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ।

women

ସେହି ମହିଳାଙ୍କ ଜିଭରେ ଏମିତି କିଛି ରହିଛି, ଯାହା ଫଳରେ ଲୋକଙ୍କ ଅନ୍ଧତ୍ୱ ଦୂର ହୋଇଯାଉଛି। ହାଓ୍ଵା ସେଲିବିକ ନାମକ ଏହି ମହିଳା ନିଜ ଜିଭ ସାହାଯ୍ୟରେ ଅନେକଙ୍କୁ ଦୃଷ୍ଟିଶକ୍ତି ଫେରାଇଆଣିଛନ୍ତି। ସେ ଏପର୍ଯ୍ୟନ୍ତ ପାଞ୍ଚ ହଜାରରୁ ଅଧିକ ଲୋକଙ୍କ ଠିକ୍‌ କରିସାରିଲେଣି। ହାଓ୍ଵା ଦୁନିଆର ଏକମାତ୍ର ମହିଳା, ଯାହାଙ୍କ ପାଖରେ ଏପରି ଶକ୍ତି ରହିଛି। ଏଥିପାଇଁ ସେ ୭୫୦ ଟଙ୍କା ପାରିଶ୍ରମିକ ନେଇଥାନ୍ତି।

88

ଏହାସହ ପଢ଼ନ୍ତୁ ; ଏହି ହୋଟେଲକୁ ଆସି ଗର୍ଭବତୀ ହେଲେ, ମିଳିବ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର

ବିନା ଅପରେସନର ହାଓ୍ଵାଙ୍କ ଏଭଳି କାମ କେତେ ଲୋକଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିପାରୁଛି। କିନ୍ତୁ ହାଓ୍ଵାଙ୍କ ପିଲାମାନେ ଏହାକୁ ଅତି ଘୃଣ୍ୟ କାମ ବୋଲି ଭାବୁଛନ୍ତି। ତାଙ୍କ ମୃତ୍ୟୁ ପରେ ଯଦି ସେମାନେ ତାଙ୍କ ଜିଭ କାଟି ରଖିବା ସହ ଲୋକମାନଙ୍କୁ ଭୁଲ ଉପାୟରେ ପଇସା ରୋଜଗାର କରିପାରନ୍ତି ବୋଲି ମନରେ ଭୟ ରହିଛି। ସେ ନିଜ ଜିଭ ଦ୍ୱାରା ଆଖିରୁ ମଳି ଧୂଳି, ଧାତୁ, କାଚ, ଅନ୍ଧତ୍ୱ ଦୂର କରିଥାନ୍ତି। ଏଥିପାଇଁ ପ୍ରତିଦିନ ନିଜ ମୁହଁକୁ ମଦରେ ଧୁଅନ୍ତି ସେହି ମହିଳା। ସେ ଏପରି କଳା ଅନ୍ୟ ଜଣେ ମହିଳାଙ୍କ ଠାରୁ ଶିକ୍ଷାଲାଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.